ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

କେମିତି ଅଛି ରାହୁଲ ରାୟଙ୍କର ସ୍ୱାସ୍ଥ୍ୟାବସ୍ଥା !

ନୂଆଦିଲ୍ଲୀ –‘ଆଶିକି’ ଫେମ୍‌ ଅଭିନେତା ରାହୁଲ୍ ରାୟଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସୁଛି। କାରର୍ଗିଲରେ ଖରାପ ପାଗରେ ସୁଟିଂ କରିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଏହାପରେ  ତାଙ୍କୁ ଶ୍ରୀନଗରରୁ ଏୟାରଲିଫ୍ଟ କରି ମୁମ୍ୱାଇ ନିଆଯାଇଥିଲା ।  ବର୍ତ୍ତମାନ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ରାହୁଲଙ୍କର ବନ୍ଧୁ ଓ ନିର୍ଦ୍ଦେଶକ ନିତିନ୍‌ କୁମାର ଗୁପ୍ତା କହିଛନ୍ତି କି ଫ୍ୟୁଚର ଆଟାକ୍‌ରୁ ରକ୍ଷା ପାଇବା ପାଇଁ ତାଙ୍କୁ ଷ୍ଟେଣ୍ଟ ର ଆବଶ୍ୟକ ରହିଛି।

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ରିପୋର୍ଟ ମୁତାବିକ୍‌, ନିତିନ୍‌ ହିଁ ରାହୁଲଙ୍କର ମେଡିକଲ ଖର୍ଚ୍ଚ ଭରଣା କରୁଛନ୍ତି , କାରଣ ସେ ନିଜର ଆକାଉଣ୍ଟକୁ ହାଣ୍ଡଲ କରିପାରୁନାହାନ୍ତି । ନିତିନ୍‌ କହିଛନ୍ତି ଯଦି କିଏ ରାହୁଲଙ୍କର ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତ ସେ କରିପାରିବେ ।  ସେ ଠିକ୍ ହୋଇଗଲା ପରେ ତାଙ୍କ ଦ୍ୱାରା ଖର୍ଚ୍ଚ କରାଯାଇଥିବା  ଅର୍ଥ ଫେରେଇ ଦେବେ ।

wp:html
/wp:html

ରାହୁଲ ଚେତାଶୂନ୍ୟ ସ୍ଥିତିରେ ଥିବା କଥାକୁ ଖଣ୍ଡନ କରି ନିତିନ୍‌ କହିଛନ୍ତି, ମୁଁ ତାଙ୍କର ମେଡିକଲ ଷ୍ଟାଫ୍‌ ଓ ତାଙ୍କର ଟ୍ୱିନ୍‌ ରୋହିତଙ୍କ ସହ ସଂପର୍କରେ ରହିଛି। ରାହୁଲଙ୍କର ଭାଇ କାନାଡ଼ାରେ ରହୁଛନ୍ତି ଏବଂ ସେ ଗୁରୁବାର ମୋତେ କହିଥିଲେ କି ରାହୁଲଙ୍କର ସ୍ପିଚ୍ ଓ ଫିଜିଓଥେରାପି ଭଲ ଚାଲିଛି। ରାହୁଲ ରୋହିତଙ୍କ ସହ ଅଧ ମିନିଟ୍‌ ଯାଏ କଥା ହୋଇଥିଲେ । ସେ ଏବେ ହୋସ୍‌ରେ ଅଛନ୍ତି , ସେ କିଛି କଥା କହିଥିଲେ ।

ନିତିନ୍ ରାହୁଲଙ୍କ ଚିତିତ୍ସାକୁ ନେଇ ହେଉଥିବା ଖର୍ଚ୍ଚ ବିଷୟରେ ମଧ୍ୟ କଥା ହୋଇଥିଲେ । ସେ କହିଥିଲେ କି , ମୋର ଡାକ୍ତରଙ୍କ ସହ କଥା ହୋଇଛି ଏବଂ ସେ କହିଥିଲେ କି ସେଲେବ୍ରଲ ଆଟ୍ରି ମଧ୍ୟରେ ଏକ ଷ୍ଟେଟ୍‌ର ଆବଶ୍ୟକତା ହେବ , ଯାହାକି ଭବିଷ୍ୟତରେ କାର୍ଡିଓଭାସ୍କୁଲର ସହ ସମ୍ୱନ୍ଧିତ କୌଣସି ସମସ୍ୟା ଆଉ ଯେମିତି ହେବନାହିଁ । ଏହା ଏକ ସୁରକ୍ଷାତ୍ମକ ଗତିବିଧି ଅଟେ , ଯାହାକି କିଛି ବ୍ୟୟସାଧ୍ୟ  ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.