ପ୍ରମୁଖ ଖବର
  • କେକେଆର ବନାମ ଆରସିବି: ୬ ଓ୍ବିକେଟ ହରାଇ ୧୮୨ ରନ୍‌ କଲା ବେଙ୍ଗାଲୁରୁ
  • ||
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ବାଲେଶ୍ୱର,୨୯/୧୦: ବାଲେଶ୍ୱର ସଦର ଉପନିର୍ବାଚନ ମଇଦାନରେ ଥିବା ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ନିଜର ରୋକଠୋକ କଥା, ସରଳ ଜୀବନଯାପନ ପାଇଁ ସେ ଘରେ ଘରେ ପରିଚିତ ହୋଇଛନ୍ତି । ତାଙ୍କ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇ ବିଭିନ୍ନ ଯାତ୍ରା କଳାକାର, ଆଲବମ୍‌ ଅଭିନେତ୍ରୀ ମାଗଣାରେ ପ୍ରଚାର କରି ସାରିଛନ୍ତି ।

wp:html /wp:html

ଏତିକିବେଳେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ, ଗୀତିକାର ଅଭିଜିତ୍‌ ମଜୁମଦାର ତାଙ୍କ ପାଇଁ ଗୀତ ଗାଇଛନ୍ତି । ‘ଏଥର ବେଣୁ ମଉସା’ ଶୀର୍ଷକ ଏହି ଗୀତଟି ସାମାଜିକ ଗଣମାଧ୍ୟମରେ ହଟ୍‌ କେକ୍‌ ଭଳି ସେୟାର ହେଉଛି । ସମ୍ପ୍ରତି ବେଣୁଧର ସଦର ନିର୍ବାଚନ ଫଳାଫଳରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଅଭିଜିତ୍‌ଙ୍କ ଏଭଳି ଗୀତ ତାଙ୍କର ଲୋକପ୍ରିୟତାକୁ ଆହୁରି ଦ୍ୱିଗୁଣିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.