ଜିଏମ୍ଆର କାରଖାନାରେ ଦୁର୍ଘଟଣା : ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ଢେଙ୍କାନାଳ ୨।୬ : ଜିଏମ୍‌ଆର କାରଖାନାରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉପର ବାଘଲୁଣ୍ଡାର ଦିଲ୍ଲୀପ ବେହେରା।

ମୃତଦେହ ନେଇ ପଳାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଅଟକ ରଖାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣାକୁ ନେଇ ଏନଏଚ୍-୫୫ର ମୋଟଙ୍ଗା ଥାନା ଗଉଡ଼କାଟେଣୀଠାରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି।

   ସମ୍ବନ୍ଧିତ ଖବର


ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ

ଅନୁଗୁଳ: ଭରତ ନଗରର ୪୮ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ

ବନ୍ଧୁକ ଦେଖାଇ ଲୁଟ୍: ଟଙ୍କା,ବାଇକ ଓ ମୋବାଇଲ ଲୁଟିଲେ ଦୁର୍ବୃତ୍ତ

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…