PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

କମ୍ପିଲା ଖୋର୍ଦ୍ଧା; ମହିଳା ବାଇକ ଶୋଭାଯାତ୍ରରେ ଆସିଲେ ଅପରାଜିତା

ଖୋର୍ଦ୍ଧା,୪ା୪(ଆପ): ମହଳିା ଶକ୍ତ ହେଉଛନ୍ତି ଶ୍ରେଷ୍ଠଶକ୍ତି । ଗୁରୁବାର ନାମାଙ୍କନ ସମୟରେ ଏମିତି ମହିଳା ଶକ୍ତିର ଝଲକ୍‌ ଦେଖାଇଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜତିା ଷଡଙ୍ଗ଼ୀ । ପଥ୍ରମ ଥର ପାଇ ମହଳିା ବାଇକ୍‌ ଶୋଭାଯାତ୍ରାରେ ଆସି ଅପରାଜିତା ନାମାଙ୍କନପତ ଦାଖଲ କରଛିନ୍ତ । ବିଜେପି ପକ୍ଷରୁ ଜଟଣୀ-ଖୋର୍ଦ୍ଧା ବାଇପାସ୍‌ ଛକଠାରୁ ଆୟୋଜିତ ଶୋଭାଯାତ୍ରାରେ ଅପରାଜତିାଙ୍କୁ ଶୁଭେଚ୍ଛା ଜଣାଇବାକୁ ହଜାର ହଜାର ମହଳିା ସମେତ ଦଳୀୟ କର୍ମୀ ଅପେକ୍ଷା କରଥିେିଲ । ପରେ ସେଠାରୁ ଏକ ବରିାଟ ବାଇକ୍‌ ଶୋଭାଯାତ୍ରାରେ ଦଳର ଉତ୍ତର ଭୁବନେଶ୍ୱର ବଧିାୟକ ପ୍ରାର୍ଥୀ ଅପରାଜତିା ମହାନ୍ତ, ଦଳର ରାଜ୍ୟ ଉପ-ସଭାପତ ସମୀର ମହାନ୍ତ, ମୁଖପାତ୍ର ଗୋଲକ ମହାପାତ୍ର, ବରିଷ୍ଠ ନେତା ସୁବାଷ ଗନ୍ତାୟତଙ୍କ ଗ୍ରହଣରେ ଅପରାଜିତା ନିଜର ନାମାଙ୍କନ ରଟିର୍ଣ୍ଣିଂ ଅଧତ୍କାରୀ ତଥା ଜଲିା୍ଲପାଳଙ୍କ ନକିଟରେ ଦାଖଲ କରଥିେିଲ । ସେହପିର ଖୋର୍ଦ୍ଧା ନର୍ବିାଚନ ମଣ୍ଡଳୀ ନମିନ୍ତେ ଜାତୀୟ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଜଲିା୍ଲ କଂଗେସ୍ର କାର୍ଯ୍ୟକାରୀ ସମ୍ପାଦକ ସ୍ୱାଗତକିା ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରଛିନ୍ତ । ବେଗୁନଅିା ନର୍ବିାଚନ ମଣ୍ଡଳୀ ବେିଜପ ପ୍ରାର୍ଥୀ
ରଷିଭ ନନ୍ଦ ମା’ ଚଣ୍ଡୀଙ୍କ ପାଖରେ ପଜୂାପାଠ ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରଥିେିଲ । ପରେ ଉପ-ଜଲିା୍ଲପାଳଙ୍କ ନକିଟରେ ନାମାଙ୍କନ ଦାଖଲ କରଥିେିଲ । ଅନୁରୂପ ଭାବେ ବେଗୁନଅିା କଂଗ୍ରେସ ପ୍ରାର୍ଥୀ ପଦ୍ରୀପ ସାହୁ ନଜି ନାମାଙ୍କନ ଉପ-ଜଲିା୍ଲପାଳଙ୍କ ନକିଟରେ ଦାଖଲ କରଥିେଲ । ମା’ ବାଟମଙ୍ଗଳା ମନ୍ଦରି ନକିଟରେ ଖୋର୍ଦ୍ଧା ବେିଜପ ପ୍ରାର୍ଥୀ କାଳୁ ଖଣ୍ଡେଇତରାୟ ପଜୂାପାଠ କରବିା ପରେ ନଜିର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରାୟ ୧୦ ହଜାର ଦଳୀୟ ସମଥର୍କ ଗହ୍ରଣରେ ସେ ଏକ ବରିାଟ ଶୋଭାଯାତ୍ରାରେ ସହର ପରକିମ୍ରା କରଥିେିଲ । ଚଲିକିା ନର୍ବିାଚନ ମଣ୍ଡଳୀ ବେିଜଡ ପ୍ରାର୍ଥୀ ପ୍ରଶାନ୍ତ
ଜଗଦ୍ଦେବ ଅତିରିକ୍ତ ଜିଲ୍ଲାପାଳଙ୍କ ମନୋରଞ୍ଜନ ମଲ୍ଳିକଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସାଙ୍ଗରେ ପୁରୀ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚିଲିକାର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ ନାମାଙ୍କନପତ୍ର ଦଖଲ କରିଥିବା ଜଣାଯାଇଛି । ବହୁଜନ ସମାଜ ପାର୍ଟିରୁ ବସନ୍ତ ବେହେରା, ସ୍ୱାଧୀନ ପ୍ରାର୍ଥୀ ଶଶାଙ୍କ ଶେଖର ମହାପାତ୍ର, ଶିଶିର ମିଶ୍ର ପ୍ରମୁଖ ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ନାମାଙ୍କନ କରିଥିବା ଜଣାଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ଚିନ୍ତାମଣି ସାହୁ, ସ୍ୱର୍ଣ୍ଣଲତା ଖଣ୍ଡାୟତରାୟ, ପ୍ର୍ରିୟରଞ୍ଜନ ପାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦଖଲ କରଥିବିା ବେଳେ ଜୟପ୍ରକାଶ ଜନତା ଦଳୀୟ ପ୍ରାର୍ଥୀ ଭାବେ ରୀନାରାଣୀ ନାୟକ ଏବଂ ରାଜକିଶୋର ନାୟକ, ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି । ଏ ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତେନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ ବେଗୁନିଆରୁ ଶିବପ୍ରସାଦ ମିଶ୍ର, ବିଶ୍ୱଜିତ୍‌ ପଟ୍ଟନାୟକ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି ।