ବାତ୍ଯା ମୁକାବିଲା ପାଇଁ ୧୨ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ପ୍ରଦାନ, ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଦାୟିତ୍ୱ

ଭୁବନେଶ୍ୱର ୧/୫: ଫୋନି ପାଇଁ ୧୨ ବରିଷ୍ଠ ଆଇଏସଙ୍କୁ ଦାୟିତ୍ୱ ପ୍ରଦାନ । ବାତ୍ଯା ଫୋନି ପାଇଁ ୧୨ ବରିଷ୍ଠ ଆଇଏସଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଫନି ଜଗତସିଂହପୁର ଆଡକୁ ମୁହାଁଉଥିବା ଖବର ଆସିବା ପରେ ପୁଣି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ଏହା ପୁରୀରେ ଲାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଥିଲା । ତେବେ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ଆସନ୍ତୁ ଦେଖିବା ତାଲିକା…

୧୯୮୬ ବ୍ଯାଚର ଆଇଏଏସ୍ ଏସ ପି ଠାକୁରଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇଏସ୍ ସୁରେଶ ମହାପାତ୍ରଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ୧୯୮୯ ବ୍ଯାଚ୍ ଆଇଏଏସ୍ ପ୍ରଦୀପ ଜେନା କେନ୍ଦ୍ରାପଡା, ୧୯୯୦ ବ୍ଯାଚ୍ ଆଇଏଏସ୍ ସଞ୍ଜୀବ ଚୋପ୍ରା କଟକ ଜିଲ୍ଲା, ୧୯୯୬ ବ୍ଯାଚ୍ ଆଇଏଏସ୍ ଶାଶ୍ୱତ ମିଶ୍ର  ଜଗତସିଂହପୁର , ୨୦୦୨ ବ୍ଯାଚ୍ ଆଇଏସ୍ କ୍ରିଷ୍ଣା କୁମାର ଖୋର୍ଦ୍ଧା, ୨୦୦୩ ବ୍ଯାଚ୍ ଆଇଏସ୍ ଅନିଲ୍ ସାମଲ ଯାଜପୁର, ୨୦୦୭ ବ୍ଯାଚ୍ ଆଇଏଏସ୍ ହେମନ୍ତ କୁମାର ପାଢୀ କେନ୍ଦ୍ରାପଡା, ୨୦୦୭ ବ୍ଯାଚ୍ ଆଇଏଏସ୍ ସଙ୍ଗ୍ରଜିତ୍ ନାୟକ କଟକ ସିଏମସି , ୨୦୧୦ ବ୍ଯାଚ୍ ଆଇଏଏସ୍ ପ୍ରେମ୍ ଚନ୍ଦ୍ର ଚୌଧୁରୀ ଏବଂ ୨୦୧୫ ବ୍ଯାଚ୍ ଆଇଏଏସ୍ ଏମ.ଡି ଅବଦଲ୍ ଅଖତର ବାଲେଶ୍ୱର  ଏବଂ ୨୦୧୩ ବ୍ଯାଚ୍ ଆଇଏସ୍ ମୋନିସା ବାନାର୍ଜିଙ୍କୁ ଏସଆରସି ଅଫିସ ଦାୟିତ୍ୱ ଦିଆଯାଇଛି ।

   ସମ୍ବନ୍ଧିତ ଖବର


କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଶ୍ରୀନଗରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ରାଷ୍ଟ୍ରହିତ କାମରେ ବାଧା ସୃଷ୍ଟି ନକରୁ ରାଜନୀତି, ଏକ ଦେଶ -ଏକ ନିର୍ବାଚନ ଭାରତ ପାଇଁ ଆବଶ୍ୟକ: ପ୍ରଧାନମନ୍ତ୍ରୀ

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ଭଡା ଘରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର, ସରକାର ଖୁବ୍ ଶୀଘ୍ର ଆଣିବାକୁ ଯାଉଛନ୍ତି ଏହି ନୂଆ ଆଇନ୍