ପୁଣି ହେବ ଆଧାର ପଞ୍ଜିକରଣ ଓ ସଂଶୋଧନ, ଖୋଲିବା ଆଧାର କେନ୍ଦ୍ର

ଭୁବନେଶ୍ୱର ୨୩/୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଆଧାର ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲା । ଏଥିପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଓକାକ୍‌ ଅଧୀନ ଆଧାର କେନ୍ଦ୍ରଗୁଡ଼ିକ ପୁନର୍ବାର ଚାଲୁ କରାଯାଇଛି ।

ସେଥିପାଇଁ ଆଧାର ପଞ୍ଜିକରଣ ଓ ସଂଶୋଧନ କରିବା ପାଇଁ ଚାହୁଁଥିବା ଲୋକମାନେ ଏହି ସ୍ଥାନକୁ ଆସି କରିପାରିବେ । କିନ୍ତୁ ସରକାରଙ୍କ ନିୟମାବଳୀ ପାଳନ ସହ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରାଯାଇଛି ।

   ସମ୍ବନ୍ଧିତ ଖବର


ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

ରଥଖଳା: ପଡ଼ିଲା ଖଦିଓରା, ବୁଲିଲା ଚଉଦ ନାହାକା

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

ରାଉରକେଲାରେ ୨ ଡାକ୍ତରଙ୍କୁ କରୋନା

ଇଟାଲୀକୁ ଟପିଲା ଭାରତ: ୩ ଦିନରେ ୨୯ ହଜାରରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ଚିହ୍ନଟ