କଶ୍ମୀର ମାମଲାରେ ଭୁଟାନ୍, ମାଳଦ୍ୱୀପ ପରେ ଏବେ ବାଂଲାଦେଶ ମଧ୍ଯ ଭାରତକୁ କଲା ସମର୍ଥନ

ନୁଆଦିଲ୍ଲୀ ୨୧/୮: ଭୁଟାନ, ମାଳଦ୍ୱୀପ ପରେ ଏବେ ବାଂଲାଦେଶ ମଧ୍ୟ ଭାରତ ସରକାରଙ୍କ ଜମ୍ମୁ କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟାଇବା ନିଷ୍ପତ୍ତିକୁ ସମର୍ଥନ କରିଛି । ଶ୍ରୀଲଙ୍କା ବହୁତ ପୂର୍ବରୁ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିସାରିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ ନିଜର ଏକ ବୟାନରେ କହିଥିଲା ଯେ ବାଂଲାଦେଶ ଏହି କଥା ଉପରେ କାଏମ ରହିବ ଯେ ଭାରତ ସରକାରଙ୍କ ଦ୍ୱାରା ଆର୍ଟିକଲ୍ ୩୭୦କୁ ହଟାଯିବା ଭାରତର ଆଭ୍ଯନ୍ତରୀଣ ମାମଲା ।

ଏହା ପୂର୍ବରୁ ମାଳଦ୍ୱୀପ ମଧ୍ୟ ଭାରତର ଏହି ପଦକ୍ଷେପକୁ ଆଭ୍ଯନ୍ତରୀଣ ମାମଲା ବୋଲି କହିଥିଲା । ମାଲଦ୍ୱୀପର ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ ‘କୌଣସି ରାଷ୍‌ଟ୍ରର ଏହା ଅଧିକାର ଯେ ସେ ନିଜ ଆଇନର ଆବଶ୍ୟକତା ଅନୁସାରେ ସଂଶୋଧନ କରିପାରିବ । ଭୁଟାନ୍ ମଧ୍ୟ ଭାରତକୁ ସମର୍ଥନ କରିଛି । ଭୁଟାନ୍ କହିଥିଲା ଯେ କଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ଯନ୍ତରୀଣ ମାମଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର