PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଭାରତର ଏୟାର ଷ୍ଟ୍ରାଇକ୍ ପରେ ଜୋଶରେ ବଲିଉଡ, ଜଣାଇଲେ ଶୁଭକାମନା

ନୂଆଦିଲ୍ଲୀ,୨୬।୨: ପୁଲଓ୍ବାମାରେ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇ ଭାରତ ପାକିସ୍ତାନରେ ପଶି ଆତଙ୍କବାଦୀ କ୍ୟାମ୍ପ ଏବଂ ଲଞ୍ଚପ୍ୟାଡକୁ ଧ୍ବଂସ କରିଛି। ୧୨ ଦିନ ମଧ୍ୟରେ ଭାରତୀୟ ବାୟୁସେନା ଶହୀଦଙ୍କୁ ଏଭଳି ଭାବରେ ଶ୍ରଦ୍ଧାଞ୍ଜଳି ଦେଇଛି। ସାରା ଦେଶର ଳୋକେ ସରକାରଙ୍କ ଏହି ପଦକ୍ଷେପକୁ ଯୋରଦାର ଭାବରେ ପ୍ରଶଂସା କରିଛନ୍ତି। ଏହି ମାମଲାରେ ବଲିଉଡ ଷ୍ଟାର ମଧ୍ୟ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋରଦାର ଢଙ୍ଗରେ ପ୍ରଶଂସା କରିଛନ୍ତି। ପରେଶ ରାଓ୍ବଲ, ଅଜୟ ଦେବଗନ, ଅକ୍ଷୟ କୁମାର, ଅନୁପମ ଖେର, ଅଭିଷେକ ବଚ୍ଚନଙ୍କ ଭଳି ପ୍ରସିଦ୍ଧ ଫିଲ୍ମଷ୍ଟାରମାନେ ସୋସିଆଲ ମିଡିଆରେ ସେନାର ପରାକ୍ରମ ଓ ସରକାରଙ୍କ ଏହି ନିଷ୍ପତ୍ତିକୁ ଯୋରଦାର ଭାବରେ ପ୍ରଶଂସା କରିଛନ୍ତି।

ପରେଶ ରାଓ୍ବଲ ଟ୍ବିଟ୍ କରି କହିଛନ୍ତି ପ୍ରକୃତରେ ଏକ ସୁନ୍ଦର ଶୁଭ ସକାଳ, ଧନ୍ୟବାଦ ନରେନ୍ଦ ମୋଦି ସାର ଏବଂ ଆମ ଦେଶର ବୀର ସୈନିକଙ୍କୁ। ଜୟ ହୋ। ଅକ୍ଷୟ କୁମାର କହିଛନ୍ତି ଭାରତୀୟ ବାୟୁସେନାର ଯୋଦ୍ଧା ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କରିଦେଇଛନ୍ତି। ଏବେ ପଶିକି ମାର। କାହାକୁ ଛାଡନାହିଁ। ଅଭିଷେକ ବଚ୍ଚନ ଟ୍ବିଟ୍ କରିଛନ୍ତି ‘ନମସ୍କାର କରୁଛି’। ଆସନ୍ତୁ ଦେଖିବା ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ତାଙ୍କର କ’ଣ ମନ୍ତବ୍ୟ ସବୁ ରଖିଛନ୍ତି।