ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ନୁଆଦିଲ୍ଲୀ ୧୯/୧୧: ତେଜସ୍ ପରେ ଭାରତୀୟ ରେଲୱେ ଏବେ ଦେଶରେ ଆହୁରି ପ୍ରାଇଭେଟ୍ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତ ହେଉଛି । ରେଲୱେ ମନ୍ତ୍ରାଳୟ ୫୦ରୁଟରେ ପ୍ରାଇଭେଟ୍ ପ୍ଲେୟର ଅପରେଟେଡ୍ ଟ୍ରେନ୍ ଚଳାଇବାର ଯୋଜନା କରିଛି । ଏଥିପାଇଁ ୫୦ ପ୍ରାଇଭେଟ୍ ପ୍ଲେୟର ରୁଟକୁ ଚିହ୍ନଟ କରି ସର୍ଟଲିଷ୍ଟ୍ କରାଯାଉଛି ।

ସୂଚନା ଅନୁସାରେ ଆଗାମୀ ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁୟାରୀରେ ମୁମ୍ବାଇ-ଅହମଦାବାଦ ରୁଟରେ ଦେଶର ଅନ୍ୟ ପ୍ରାଇଭେଟ୍ ପ୍ଲେୟର ଟ୍ରେନ୍ ଚଲାଯିବ । ମୁମ୍ବାଇ-ଅହମଦାବାଦ ରୁଟ ପ୍ରାଇଭେଟ୍ ପ୍ଲେୟର ଅପରେଟେଡ୍ ରୁଟ ହେବ, ଯେଉଁଥିରେ ଆରମ୍ଭରୁ ଟ୍ରେନ୍ ଆଇଆରସିଟିସି ଚଲାଇବ ଏବଂ ପରେ ଏହାକୁ ପ୍ରାଇଭେଟ୍ ପ୍ଲେୟରକୁ ପ୍ରଦାନ କରିବ । କହିରଖୁଛୁ ଦେଶର ପ୍ରଥମ କର୍ପୋରେଟ ଟ୍ରେନ୍ ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଟ୍ରେନ୍, ଯାହାକୁ ବର୍ତ୍ତମାନ ଆଇଆରସିଟିସି ଚଲାଉଛି ।

   ସମ୍ବନ୍ଧିତ ଖବର


ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା