PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ବିଧାନସଭାରେ ଗେହଲଟ୍ ସରକାର ଆଗତ କଲେ ଆସ୍ଥା ଭୋଟ୍ ପ୍ରସ୍ତାବ, ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

https://www.timesnownews.com/

ଜୟପୁର,୧୪।୮: ରାଜସ୍ଥାନରେ ଜାରି ରାଜନୈତିବ ବିବାଦର ଏବେ ଅବସାନର ସମୟ ଆସିଯାଇଛି। ଆଜିଠାରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ୍ ଆରମ୍ଭ ହୋଇଯାଇଛି। ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା ଭୋଟ୍ ପ୍ରସ୍ତାବ ଆଗତ କରିଥିଲେ। ଅଧିବେଶନ  ପୂର୍ବରୁ ବିଧାୟକଙ୍କୁ ହ୍ବିପ୍ ଜାରି କରିଦିଆଯାଇଛି। ବିଜେପି ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଣିବାର ପ୍ରସ୍ତୁତିରେ ରହିଛି। କିନ୍ତୁ ଗେହଲଟ୍ ପୂର୍ବରୁ ଚାଲ୍ ଖେଳିସାରିଛନ୍ତି। ଗେହଲଟ୍‌ ଦାବି କରିଛନ୍ତି ଯେ, ତାଙ୍କର ସରକାର ଖୁବ୍ ସହଜରେ  ନିଜର ବହୁମତ ପ୍ରମାଣିତ କରିପାରିବ।

ଆଜି ବିଧାନସଭାରେ ଗେହଲଟ୍ ଓ ପାଇଲଟ୍ ପହଁଞ୍ଚିବାରେ ଅଧିବେଶନ୍ ଆରମ୍ଭ ହୋଇଥିଲା। ପ୍ରଥମେ ଦିବଗଂତ ନେତାଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ଗୃହ କାର୍ଯ୍ୟକୁ ଦିନ ୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର