PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୁଁ ଏମିତି କରିବି ତ କରୀନା ମୋତେ ମାରି ଦେବେ ….

ମୁମ୍ୱାଇ – ଗତ ବର୍ଷ ଲକ୍‌ଡାଉନ୍‌ରେ ଯେବେ ସେଲୁନ୍‌ ଓ ପାର୍ଲର ବନ୍ଦ ହୋଇ ଯାଇଥିଲା , ସେତେବେଳେ ଅନେକ ସେଲିବ୍ରିଟି ଘରେ ନିଜର ପାର୍ଟନର ବା ପୁଅଝିଅଙ୍କର ହେୟାରକଟ୍ କରିଥିଲେ । କିଏ ନୂଆ ହେୟାରକଟ୍‌ର ସହ ତ ଆଉ କିଏ ହେୟାରକଟ୍‌ ଦେଇ ନିଜର ଭିଡ଼ିଓ ସେୟାର କରୁଥିଲେ । କିନ୍ତୁ ବଲିଉଡ୍ କପଲ୍ସଙ୍କ ଭିତରେ ଚାଲୁଥିବା ଏହି ଟ୍ରେଡିଂ ଟପିକ୍‌ରେ ସୈଫ୍ ଅଲ୍ଲୀ  ଖାନ୍‌ ଓ କରୀନା କପୁରଙ୍କର ନାମ ନଥିଲା । ଏବେ ସୈଫ୍‌ ଏକ ସାକ୍ଷାତ୍‌କାରରେ ଏହି ବିଷୟରେ କଥା ହୋଇଥିଲେ ।

ଫିଟ୍‌ ଅପ୍‌ ୱିଦ୍‌ ଦ ଷ୍ଟାର୍ସ ଶୋ’ରେ ସୈଫ୍‌ ଅଲ୍ଲୀ ଖାନ୍‌ ହେୟାରକଟ୍‌ ବିଷୟ ଉପରେ କରୀନା ଓ ନିଜ ବିଷୟରେ କହିଥିଲେ । ସେ ମଜାଳିଆ ଢ଼ଙ୍ଗରେ କଥାବାର୍ତ୍ତାର ଆରମ୍ଭ କରିଥିଲେ । ସୈଫ୍‌ କହିଥିଲେ ଏମିତି କରିବି ତ ମୋତେ ଲାଗୁଛି ସେ ମୋତେ ମାରିଦେବେ । ମୋ ପାଇ ଏହା ବହୁତ  ଅନପ୍ରଫେସନାଲ ରହିବ କି ମୁଁ ଚେଷ୍ଟା କରି ତାଙ୍କର କେଶ କାଟିବି । ତାହା ରାଷ୍ଟ୍ରୀୟ ସଂପତ୍ତି । ଆମେ ଏବେବି କାମ କରୁଛୁ । ଆମେ ପରସ୍ପରର କେଶ ସହ ଖେଳି ପାରିବୁ ନାହିଁ । ହେଲେ ଭାଗ୍ୟବାନ ଯେ ସେ ମୋ କେଶ ସହ ଖେଳି ପାରିବେ , କିନ୍ତୁ ସେ ଏମିତି କରିନାହାନ୍ତି ।

ଏହି ଶୋ’ରେ ସୈଫ୍‌ ଏହା ବି କହିଛନ୍ତି କି ପ୍ରଥମେ ତାଙ୍କର କେଶ ବହୁତ ଖରାପ ଥିଲା । ଏକ ସେଗମେଣ୍ଟରେ ତାଙ୍କୁ ତାଙ୍କ ଦ୍ୱାରା ଅଭିନୀତ ଗତ କିଛି ବର୍ଷର ଭୂମିକାକୁ ଦେଖା ଯାଇଥିଲା । ଏହାକୁ ନେଇ ସୈଫ୍ କହିଥିଲେ , ପ୍ରଥମେ ମୋର ହେୟାର କଟ୍‌ ଏତେ ଖରାପ ଥିଲା , ଏବେ ଗୋଟିଏ ବି ଆଉ ନାହଁ ।  ପୂର୍ବ ଠାରୁ ବହୁତ ଭଲ ଅଛି ।

ଉଲ୍ଲେଖନୀୟ ଯେ,  ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା , ବଲିଉଡ୍‌ର ମୋଷ୍ଟ ଏଡୋରେବଲ ଓ ସେଲିବ୍ରେଟେଡ୍‌ କପଲ୍ସଙ୍କ ମଧ୍ୟରୁ ଜଣେ । ଦୁହିଁଙ୍କ ମଧ୍ୟରେ ବୟସର  ଲମ୍ୱା ବ୍ୟବଧ୍ୟାନ  ଥିବା ସତ୍ତ୍ୱେ ସେମାନଙ୍କର ସଂପର୍କରେ କେବେ ମନୋମାଳିନ୍ୟତା ଦେଖା ଦେଇ ନାହିଁ ।