ଭିଆଇପି ଯାତ୍ରୀଙ୍କୁ ଖୁସି କରାଇବା ପାଇଁ ଏୟାର ହଷ୍ଟେସଙ୍କୁ କରିବାକୁ ପଡେ ଏଭଳି କାମ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅଜବ ଗଜବ ପ୍ରକ୍ରିୟା। ଯଦି ଆପଣଙ୍କୁ ବି ବିମାନରେ ଯାତ୍ରା କରିବାର ଅଛି ତାହେଲେ ଆପଣଙ୍କୁ ଜଣା ଥିବା ଜରୁରୀ କି ବିମାନ ଭିତରର ମାହୋଲ କେମିତି ହୋଇଥାଏ। କିମ୍ବା ଏୟାର ହଷ୍ଟେସ୍ ଆପଣଙ୍କ ସହିତ କିଭଳି ବ୍ୟବହାର କରିବେ। ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ବିମାନର ଇକୋନମୀ କ୍ଲାସରେ ଯେଉଁଠାରେ ଆପଣଙ୍କୁ ସାମାନ୍ୟ ଉପଚାର ମିଳିଥାଏ। ସେହିପରି ବିଜନେସ କ୍ଳାସରେ ଆପଣଙ୍କୁ କିଛି ଖାସ୍ ଉପଚାର ମିଳିଥାଏ।

ଏହି ଅନୁଭବକୁ ଆହୁରି ଅଧିକ ଖାସ୍ କରିବା ପାଇଁ ଏୟାର ହଷ୍ଟେସମାନେ ମଧ୍ୟ ସେହିଭଳି କିଛି ଖାସ୍ ଭୂମିକା ନିଭାଇଥାନ୍ତି। ଏହି କଥା ଆମେ କହୁନୁ, ଜଣେ ଏୟାର ହଷ୍ଟେସ୍ ନିଜେ ଏହାର ଖୁଲାସା କରିଛନ୍ତି।  

ସେ କହିଛନ୍ତି କି, ବିମାନରେ ଭିଆଇପି ଯାତ୍ରୀଙ୍କୁ ଭଲ ଭାବେ ଉପଚାର କରାଇବାକୁ ହେଲେ ପ୍ରଥମେ ଜଣେ ଏୟାର ହଷ୍ଟେସ ମୁହଁରେ ହସ ଥିବା ଦରକାର।

ଯାତ୍ରୀଙ୍କୁ ଦେଖିବା ମାତ୍ରେ ହିଁ ହସିବାକୁ ପଡ଼ିଥାଏ। ତାପରେ ଚେହେରାର ମେକଅପ ଉପରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ।

ଯେଉଁଥିରେ ସେ ସୁନ୍ଦର ଦେଖାଯାଉଥିବ। ଏମିତି କି ଏୟାର ହଷ୍ଟେସକୁ ନିଜ ଆଇସେଡୋଠାରୁ ଆରମ୍ଭ କରି ଆଇ ଲାଇନର ପର୍ଯ୍ୟନ୍ତ ସବୁଠି ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ।

ଅଳ୍ପ ସମୟ ବ୍ୟବଧ୍ୟାନରେ ନିଜ ଚେହେରା ଅପେକ୍ଷା ଲିପଷ୍ଟିକ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ଏୟାର ହଷ୍ଟେସଙ୍କୁ ବ୍ରାଣ୍ଡ କମ୍ପାନିରୁ ଆସୁଥିବା ଲିପଷ୍ଟିକଙ୍କୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଥାଏ।

   ସମ୍ବନ୍ଧିତ ଖବର


ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର ଶରବରୀ ଦତ୍ତାଙ୍କ ଦେହାନ୍ତ, ମୃତ୍ୟୁର କାରଣ ଅସ୍ପଷ୍ଟ