ମରାମତି ସମୟରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ ୨୫।୪: ଦିଳ୍ଳୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏୟାର ଇଣ୍ଡିଆ ଓ୍ବାଇଙ୍ଗ୍ ୭୭୭ ବିମାନରେ ଅଚାନକ ନିଆଁ ଲାଗିଯାଇଥିଲା। ବିମାନର ମରାମତି କରାଯାଉଥିବା ସମୟରେ ବିମାନର ଅକ୍ଜିଲିୟରୀ ପାଓ୍ବର ୟୁନିଟରେ ନିଆଁ ଲାଗିଥିଲା। ମୁଖ୍ୟ କଥା ହେଲା କି ଦୁର୍ଘଟଣା ସମୟରେ ବିମାନରେ କେହି ଯାତ୍ରୀ ନ ଥିଲେ।

ଏହି ଘଟଣା ଏୟାର ଇଣ୍ଡିଆ ବିମାନ ସଂଖ୍ୟା ବି୭୭୭-୨୦୦ ଏଲ୍ଆର ରେ ହୋଇଛି। ଏହି ବିମାନ ଦିଳ୍ଲୀରୁ ଆମେରିକାର ସାନ୍ ଫ୍ରାନସିସ୍କୋ ଯାଉଥିଲା।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ