ପ୍ରମୁଖ ଖବର

ଏୟାର ଇଣ୍ଡିଆ ବିମାନ କ୍ରାସ ଲ୍ୟାଣ୍ଡିଂ - ୨ ପାଇଲଟଙ୍କ ସହ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

କୋଝିକୋଡେ – କେରଳର କୋଝିକୋଡେର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନର କ୍ରାସ୍‌ ଲ୍ୟାଣ୍ଡିଂ ।  ୨ ପାଇଲଟ୍‌ଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ସୂଚନା ଆସିଛି ।  ୧୫ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୨୩ଜଣ ଆହତ ହୋଇଥିବା କେରଳ ଡିଜିପି ସୂଚନା ଦେଇଛନ୍ତି ।

{"id":150416,"sizeSlug":"large"}

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି । ଦୁବାଇରୁ କୋଝିକୋଡେ ଆସୁଥିଲା ବିମାନଟି । ଦୁର୍ଘଟଣାରେ ଏହି ବିମାନଟି ଦୁଇ ଫାଳ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.