PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପିପିଲିରୁ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ଟିକେଟ ପାଇବା ପରେ ଲଢିବା ପାଇଁ ମନା କରିଥିଲେ ଯୁଧିଷ୍ଠିର

ଭୁବନେଶ୍ୱର ୪/୪: ଖୋର୍ଦ୍ଧା ଓ ପିପିଲି ବିଧାନସଭା ଲାଗି ପ୍ରାର୍ଥୀ ଚୂଡାନ୍ତ କରିଛି କଂଗ୍ରେସ । ପିପିଲି ପାଇଁ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିଭଳି ଖୋର୍ଦ୍ଧା ପାଇଁ ସ୍ୱାଗତିକା ପଟ୍ଟନାୟକ ଓ ଖଣ୍ଡପଡା ବିଧାନସଭା ଆସନ ପାଇଁ ବସନ୍ତ କୁମାର ମହାରଣାଙ୍କ ନାଁ ଘୋଷଣା କରିଛି ଦଳ । ତେବେ ପୂର୍ବରୁ ପିପିଲି ପାଇଁ ଯୁଧିଷ୍ଟିର ସାମନ୍ତରାୟଙ୍କ ନାଁ ଘୋଷଣା ହୋଇଥିଲା । ତେବେ ପ୍ରାର୍ଥୀ ହେବେନି ବୋଲି ଗତକାଲି ଘୋଷଣା କରିଥିଲେ ଯୁଧିଷ୍ଠିର । ତେବେ ସେ ମନା କରିବା ପରେ ଏବେ ପିପିଲିରୁ ଅଜିତ୍ ପ୍ରାର୍ଥୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର