ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ୱର- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ । କେନ୍ଦୁଝର କାଶୀପୁରରେ ଆକ୍ରମଣ ଉଦ୍ୟମ । କାର ଅଟକାଇ ଆକ୍ରମଣ କଲେ ୪ ଜଣ ଦୁର୍ବୃତ୍ତ । ଥାନାରେ ମାମଲା ରୁଜୁ କଲେ ନିରଞ୍ଜନଙ୍କ ପିଏସ୍ଓ ଏବଂ ଡ୍ରାଇଭର । ପୁଲିସର ଛାନ୍ଭିନ୍ ଆରମ୍ଭ ।