PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଭ୍ୟାକସିନ୍‌ ପ୍ରମାଣପତ୍ର ନଥିଲେ ମିଳିବନି ମଦ, ଦୋକାନ ଆଗରେ ଲାଗିବ ପୋଷ୍ଟର

ଉତ୍ତରପ୍ରଦେଶ ୩୧।୫ : ଆଲିଗଡରେ ବିଷାକ୍ତ ମଦ ଘଟଣା ପରେ ୟୁପି ପ୍ରଶାସନ ଏବଂ ପୋଲିସ ସମ୍ପୂର୍ଣ୍ଣ ସକ୍ରିୟ ହୋଇଯାଇଛନ୍ତି। ଏଟାୱାରେ ଏକ ନିଆରା ପଦକ୍ଷେପ ନେଇ ସୈଫଇର ଡେପୁଟି କଲେକ୍ଟର (ଏସଡିଏମ) କରୋନା ସଂକ୍ରମଣକୁ ରୋକିବା ପାଇଁ ବିନା ପ୍ରମାଣପତ୍ରରେ କାହାକୁ ମଦ ବିକ୍ରୟ ନକରିବାକୁ କଣ୍ଟ୍ରାକ୍ଟରମାନଙ୍କୁ କହିଛନ୍ତି। ଏଥିପାଇଁ ସେ ପର୍ଯ୍ୟାୟକ୍ରମେ ଦୋକାନଗୁଡ଼ିକୁ ମଧ୍ୟ ଯାଞ୍ଚ କରିବେ ।

ଠିକା ସଞ୍ଚାଳକ ଏବଂ ବିକ୍ରେତାମାନଙ୍କୁ ୪୫ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ମଦ-ବିୟର ସେତେବେଳେ ଦେବେ ଯେତେବେଳେ ସେମାନେ କରୋନା ଟିକା ନେଇଥିବାର କାର୍ଡ ଦେଖାଇବେ। ଟୀକା ନ ନେଇଥିବା ଲୋକଙ୍କୁ ମଦ ଦିଆଯିବ ନାହିଁ। ଏହା ସହିତ ସେମାନେ ଏହି ବିଷୟରେ ମଦ ଦୋକାନରେ ପୋଷ୍ଟର ମଧ୍ୟ ଲଗାଇବେ। ଶନିବାର ଡେପୁଟି କଲେକ୍ଟର ହେମସିଂହଙ୍କ କହିବା ଅନୁଯାୟୀ, ଟିକା ପ୍ରମାଣପତ୍ର ବିନା କାହାକୁ ମଦ ବିକ୍ରୟ ନକରିବାକୁ ସେ ଠିକାଦାରଙ୍କୁ ନିବେଦନ କରିଛନ୍ତି। ଏସ୍‌ଡିଏମ୍‌ର ଆବେଦନ ପରେ, ବର୍ତ୍ତମାନ ମଦ କ୍ରୟକାରୀମାନେ ଟୀକା ଲଗାଇବାର ପ୍ରମାଣପତ୍ର ଆଣୁଛନ୍ତି।