ଅଳକା ଲାମ୍ବାଙ୍କ ଫଟୋକୁ ଏଡିଟିଂ କରି ଫେସବୁକରେ ଦିଆଗଲା ଅଶ୍ଲୀଳ କମେଣ୍ଟ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀର ଚାନ୍ଦିନୀ ଚୌକ ବିଧାନସଭା ଅଞ୍ଚଳରୁ ବିଧାୟିକା ଥିବା ଅଳକା ଲାମ୍ବାଙ୍କ ଫଟୋ ଏଡିଟିଂ କରାଯିବା ସହିତ ଏହା ଉପରେ ଅଶ୍ଲୀଳ କମେଣ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସିଭିଲ ଲାଇନ୍ ଥାନାରେ ମାମଲା ରୁଜୁ କରାଯାଇଛି। ଅଳକା ଲାମ୍ବା ଏସମ୍ପର୍କରେ ଫେସବୁକ୍ ଲାଇଭ ଜରିଆରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ତାଙ୍କର ଫଟୋକୁ ଏଡିଟିଂ କରିବା ସହ ଖରାପ କମେଣ୍ଟ ଦିଆଯାଇଛି ଏହା ବିରୋଧରେ ସିଭିଲ ଲାଇନ୍ ଥାନାରେ ମାମଲା ରୁଜୁ କରାଯାଇଛି।ଏନେଇ ଅଳକା କହିଛନ୍ତି, ଏହି ଏଫଆଇଆର ସେ ଏଥିପାଇଁ ରୁଜୁ କରିଛନ୍ତି, ଯାହାଫଳରେ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ସହ ନାରୀମାନଙ୍କ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ ଆକ୍ସନ ନିଆଯିବ ଦରକାର।

   ସମ୍ବନ୍ଧିତ ଖବର


ମାରୁତି ଫେରାଇ ନେବ ୬୩ ହଜାର କାର୍, ଯଦି ଆପଣଙ୍କ ପାଖରେ ଅଛି ଏହି ଗାଡି ତେବେ ମାଗଣାରେ ଠିକ୍ କରିଦେବ କମ୍ପାନୀ

ଦୁଷ୍କର୍ମ ଅଭିଯୁକ୍ତ ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ,ବୈଦେଶିକ ମନ୍ତ୍ରଣାଳୟ ରଦ୍ଦ କଲା ପାସପୋର୍ଟ

କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା