PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଆତଙ୍କବାଦୀଙ୍କୁ ଖୋଜିଖୋଜି ନିପାତ କରିବୁ- ଜାମ୍ମୁ କାଶ୍ମୀର ଡିଜିପି

ଶ୍ରୀନଗର, ୨୬|୧୨:  ଜାମ୍ମୁ-କାଶ୍ମୀରରେ ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯିବ। କେହି ହେଲେ ବି ବର୍ତ୍ତିପାରିବେ ନାହିଁ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ନୂଆକରି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ଜାମ୍ମୁ-କାଶ୍ମୀରର ପୋଲିସ ଡିଜି ଦିଲବାଗ୍ ସିଂ।

ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉ। ଯେପରି ଆତଙ୍କବାଦୀମାନେ ବାହାରକୁ ବାହାରିପାରିବେ। ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ସ୍ୱାଗତ କରାଯିବ। ଯେଉଁମାନେ ଯବାନଙ୍କୁ ଆକ୍ରମଣ କରିବେ ସେମାନଙ୍କୁ ମୁହଁତୋଡ ଜବାବ ଦିଆଯିବ।

ସେ ଆହୁରି କହିଛନ୍ତି ଯେ, ଆଇନଠୁ କେହି ବଡ ନୁହଁନ୍ତି। ଆଇନ୍ ଉଲଙ୍ଘନକାରୀଙ୍କୁ ଜବାବ ଦିଆଯିବ। କମ୍ବିଂ ଅପରେସନକୁ ଜୋରଦାର କରିବାକୁ ହେବ। ଆତଙ୍କବାଦୀ ଓ ସେମାନଙ୍କ ମାଷ୍ଟରମାଇଣ୍ଡଙ୍କୁ ଧରି ନିପାତ କରିବାକୁ ହେବ। ଏବେ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନେକାଂଶରେ ମୂଳପୋଛ କରାଯାଇଛି। ଏହି ଅଭିଯାନ ଆଗକୁ ମଧ୍ୟ ଚାଲିବ।

ସମ୍ବନ୍ଧିତ ଖବର