PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆସନ୍ତାକାଲିଠାରୁ ଆରମ୍ଭ ହେବ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟର ସେଲ୍‌, ଜାଣନ୍ତୁ ଆପଣଙ୍କୁ କ’ଣ ମିଳିବ ଶସ୍ତା

ନୂଆଦିଲ୍ଲୀ- ଆସନ୍ତା କାଲିଠାରୁ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟର ସେଲ୍‌ ଆରମ୍ଭ ହେବାପାଇଁ ଯାଉଛି । ଏଥିରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡର ଜିନିଷ ଶସ୍ତାରେ ମିଳିବ । ସାମସଙ୍ଗର କେତକ ଫୋନ୍‌ରେ ୨୫ ହଜାର ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହା ସହ ଆପଲ୍‌ର ଆଇଫୋନ୍‌ ୧୧ ଏବଂ ଆଇଫୋନ୍‌ ୮ ପ୍ଲସ୍‌ରେ ବି ରିହାତି ମିଳିବ । ଏଥିରେ ୧୦ହଜାର ପର୍ଯ୍ୟନ୍ତ ରିହାତି ମିଳିପାରେ ।

କରୋନା ମହାମାରୀ ପାଇଁ ଏବେ ବିଭନ୍ନ ବ୍ୟବସାୟ ମାନ୍ଦା ଚାଲିଛି । ଏହି ସମୟରେ ଗ୍ରାହକଙ୍କୁ ଆକୃଷ୍ଚ କରିବା ପାଇଁ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ପକ୍ଷରୁ ମେଗା ସେଲ୍‌ ଆରମ୍ଭ କରାଯାଇଛି । ଅଗଷ୍ଟ ୬ ତାରିଖରୁ ଏହି ଅନ୍‌ଲାଇନ୍‌ ଇ କମର୍ସ କମ୍ପାନୀମାନେ ସେଲ୍‌ ଆରମ୍ଭ କରୁଛନ୍ତି ।

ସୂଚନା ଅନୁସାରେ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଆରମ୍ଭ କରୁଥିବା ଏହି ସେଲ୍‌ରେ ମୋବାଇଲ୍‌ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷକରେ ଅଧିକ ରିହାତି ମିଳିବ । ଆମାଜନ୍‌ରେ ଟପ୍‌ ବ୍ରାଣ୍ଡମାନଙ୍କରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ପାଇଁ ଥିବା ବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦ୍ୱାରା କମ୍ପାନୀ କରିଥିବା ବୁଝାମଣା ଅନୁସାରେ ଗ୍ରାହକମାନେ ଏହାର କାର୍ଡ ବ୍ୟବହାର କଲେ ଆହୁରି ୧୦ ପ୍ରତିଶତ ରିହାତି ମିଳିବ । ସାମସଙ୍ଗର କେତକ ଫୋନ୍‌ରେ ୨୫ ହଜାର ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହା ସହ ଆପଲ୍‌ର ଆଇଫୋନ୍‌ ୧୧ ଏବଂ ଆଇଫୋନ୍‌ ୮ ପ୍ଲସ୍‌ରେ ବି ରିହାତି ମିଳିବ । ଏଥିରେ ୧୦ହଜାର ପର୍ଯ୍ୟନ୍ତ ରିହାତି ମିଳିପାରେ ।

ଫ୍ଲିପ୍‌କାର୍ଟର ଅନେକ ଜିନିଷ ଉପରେ ବହୁତ ଭଲ ରିହାତି ମଳିବା ସହ ଅନେକ ଭଲ୍‌ ଡିଲ୍‌ ମିଳିବ ବୋଲି ସୂଚନା ମିଳଛି । ଫ୍ଲିପ୍‌ କାର୍ଟର ଆଇସିଆଇସିଆଇ ଏବଂ ସିଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡରେ ରିହାତି ମିଳିବ ।

ସମ୍ବନ୍ଧିତ ଖବର