PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ଗ୍ରାହକଙ୍କ ପାଇଁ ଅଫର ଆଣିଲା ଆମାଜନ: ଏହି ୫ଟି ପ୍ରଶ୍ନର ଉତ୍ତର ଦେଇ ଜିତିପାରିବେ ୫୦ ହଜାର ଟଙ୍କା

source:www.komando.com

ନୁଆଦିଲ୍ଲୀ ୭/୩: ନିଜ ଗ୍ରାହକଙ୍କ ପାଇଁ ଆମାଜନ ପୁଣି ଡେଲି ଆପ୍ କ୍ୱିଜ୍ ନେଇ ଆସିଛି । ଏହି କ୍ୱିଜରେ ୱିନରକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ଏହି ପୁରସ୍କାର ଆମାଜନ ପେ ବାଲାନ୍ସ ରୂପେ ମିଳିବ । ଏହି ବାଲାନ୍ସକୁ ଶପିଂ, ବିଲ୍ ପେମେଣ୍ଟ, ଫୁଡ୍ ଅର୍ଡର ଆଦିରେ ବ୍ୟବହାର କରିହେବ ।

ପୁରସ୍କାର ଜିତିବା ପାଇଁ ୟୁଜର୍ସଙ୍କୁ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସବୁ ପ୍ରଶ୍ନରେ ୪ଟି ଅପ୍ସନ ଦିଆଯିବ ଏବଂ ସେମାନଙ୍କ ମଧ୍ୟରୁ ଆପଣଙ୍କୁ ଉତ୍ତର ବାଛିବାକୁ ପଡିବ । ଯଦି ଆପଣ ଏହି କ୍ୱିଜ୍ ଖେଳିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଆପକୁ ଅପଡେଟ୍ କରିବାକୁ ପଡିବ । ଯଦି ଆପଣଙ୍କ ଆପଟ୍ ଲାଟେଷ୍ଟ ଭର୍ସନର ପୂର୍ବରୁ ଅଛି ତେବେ ଆଉ ଅପଡେଟ୍ କରିବା ଆବଶ୍ୟକ ନାହିଁ ।

ଖେଳିବା ପାଇଁ ପ୍ରଥମେ କରିବାକୁ ପଡିବ ଏହି କାମ
ଯଦି ଆପଣ ଏହି ଗେମ୍ ଖେଳିବାକୁ ଇଛୁକ ତେବେ ପ୍ରଥମେ ଆମାଜନ ଆପକୁ ଖୋଲନ୍ତୁ ଓ ମେନ ସ୍କ୍ରିନରେ ଚାଲୁଥିବା କ୍ୱିଜ୍ ବ୍ଯାନର ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କୁ ଖେଳିବାପାଇଁ ଷ୍ଟାର୍ଟ ବଟନ ଉପରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ ଏହି କ୍ୱିଜ୍ ଖେଳିବା ପାଇଁ ଚାହୁଁଛନ୍ତି ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

୧.  ଆନ୍ତର୍ଜାତୀୟ ୱୁମେନ୍ସ ଡେ ପ୍ରତି ବର୍ଷ କେଉଁ ଦିନ ସେଲିବ୍ରେଟ୍ କରାଯାଇଥାଏ ?

୨. ଅନେକ ଥର ନୋମିନେଟ୍ ହେବାପରେ ଲିୟୋନାର୍ଡୋ ଡେକେପ୍ରିୟୋଙ୍କୁ ୨୦୧୬ରେ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା । ସେ କେଉଁ ଫିଲ୍ମ ପାଇଁ ଏହି ଆୱାର୍ଡ ପାଇଥିଲେ ?

୩. ଅକ୍ଷାଶଂର ବୃତ୍ତକୁ ମକରରେଖା କୁହାଯାଇଥାଏ, ଏହା ଭାରତ ମଧ୍ଯ ଦେଇ ଯାଇଥାଏ କି ?

୪. ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ଯାଡ୍ ମ୍ୟାନ୍ ଏକ ସତ୍ୟ ଘଟଣା ଉପରେ ଆଧାରିତ । ସେହି ବ୍ଯକ୍ତି ଜଣକ କିଏ ଯାହାଙ୍କ ଉପରେ ଏହି ଫିଲ୍ମଟି ଆଧାରିତ ?

୫. ୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କେଉଁ ଦେଶ ହୋଷ୍ଟ କରିବ ?

ପୁରସ୍କାର ଜିତିବା ପାଇଁ ୟୁଜର୍ସଙ୍କୁ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ । ବିଜେତାଙ୍କୁ ଲକି ଡ୍ର ଦ୍ୱାରା ଚୟନ କରାଯିବ । ୩୦ ମାର୍ଚ୍ଚରେ ଆମାଜନ ବିଜେତାଙ୍କ ନାଁ ଘୋଷଣା କରିବ ।

ଅଧିକ ପଢନ୍ତୁ ଟିକଟକ୍ ଉପରେ ଲାଗିଲା ୪୦ କୋଟିର ଜୋରିମାନା, ଏହି ୟୁଜର୍ସଙ୍କ ଭିଡିଓ ହେବ ଡିଲିଟ୍

ସମ୍ବନ୍ଧିତ ଖବର