ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ: ଚାଳକ ଆହତ

ନୂଆପଡା ୨୮/୧୦: ନୂଆପଡାରେ ରାଜପଥ ୩୫୩ ସାଲେପଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଡ୍ରାଇଭର ଗୁରୁତର ଅବସ୍ଥାରେ ବୁର୍ଲ୍ଲା ଡାକ୍ତରଖାନରେ ଭର୍ତ୍ତି।

ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଜାତିୟ ରାଜପଥ ୩୫୩ ସାଲେପଡା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ୍ରାଇଭରଙ୍କ ସ୍ବାସ୍ଥ ଅବସ୍ଥା ଗୁରୁତର ହେବାରୁ ବୁର୍ଲ୍ଲା ଡାକ୍ତରଖାନକୁ ସ୍ଥାନ୍ତରଣ କରଯାଇଛି।

   ସମ୍ବନ୍ଧିତ ଖବର


ଭଦ୍ରକ: ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଟ୍ରକ୍‌ ସହ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୨ଜଣଙ୍କ ଜୀବନ, ଡ୍ରାଇଭର ଅଟକ

ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ଧର୍ମପରାୟଣ ମହିଳା ଜୟକୁମାରୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ

ଲୁଚି ଲୁଚି ଆସିଥିଲେ ସମସ୍ତଙ୍କ ସାମ୍ନାରେ ବାହା ହେଲେ : ପ୍ରେମ ଓ ପ୍ରଣୟର ସାକ୍ଷୀ ରହିଲା ସଙ୍ଗରୋଧ କେନ୍ଦ୍ର