PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପୁଣି ଓଡି଼ଶା ଆସିବେ ଶାହ

ଭୁବନେଶ୍ୱର ୨୧/୪: ପୁଣି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ୍ ଶାହ । ଆସନ୍ତା ୨୭ ତାରିଖରେ ଓଡିଶା ଆସିବେ ଶାହ । ତେବେ ୨୪ରେ ନୀତିନ ଗଡକରି ମଧ୍ଯ ଓଡିଶା ଆସିବେ ।

ରାଜ୍ୟରେ ୨ଟି ପର୍ୟ୍ଯାୟ ମତଦାନ ସରିଯାଇଛି, ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ଏହାମଧ୍ୟରେ ପୁଣି ପ୍ରଚାର ପାଇଁ ଓଡିଶା ଆସିବେ ଶାହ । ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଲଗାତାର ଉଦ୍ୟମ ଜାରି ରଖିଛି । ରାଜ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରୀୟ ନେତାମାନେ ଲଗାତାର ଓଡିଶା ଆସି ପ୍ରଚାର କରୁଛନ୍ତି । ମୋଦି ଗାଥା ବଖାଣୁଛନ୍ତି । ଆସନ୍ତା ୨୭ ତାରିଖରେ ପୁଣି ଶାହ ଓଡିଶା ଆସୁଛନ୍ତି । ଅନ୍ୟପଟେ ନୀତିନ ଗଡକରି ୨୪ ରେ ଏବଂ ରାଜନାଥ ସିଂହ ୨୫ରେ ଓଡିଶା ଆସିବେ ।  ଶାହା ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ, ମୋରଡ଼ା, ଯାଜପୁର, ସୁକିନ୍ଦାରେ ଆୟୋଜିତ ସଭାରେ ଯୋଗଦେବେ ।

ସମ୍ବନ୍ଧିତ ଖବର