PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସୋସିଆଲ ମିଡିଆରେ ଅମିତାଭଙ୍କ ଇମୋସନାଲ ପୋଷ୍ଟ, ପୁଅ ଅଭିଷେକଙ୍କୁ ନେଇ ଲେଖିଲେ କିଛି ଏଭଳି…

ମୁମ୍ବାଇ,୭।୪: ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ ଗତକାଲି ଅର୍ଥାତ ରବିବାର ନିଜର ଇନଷ୍ଟାଗ୍ରାମ୍ ପେଜରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି। ଏକ ଫଟୋ ସହିତ ଅମିତାଭ ନିଜର ପୁଅ ଅଭିଷେକଙ୍କୁ ତାଙ୍କର ସବୁଠାରୁ ଭଲ ବନ୍ଧୁ ବୋଲି କହିଛନ୍ତି। ସେ ଲେଖିଛନ୍ତି, ‘ଯେତେବେଳେ ସେ କେବଳ ଆପଣଙ୍କ ଯୋତା ପିନ୍ଧିଥାଏ ତାହା ନୁହେଁ ଗୋଟିଏ ଆକାରର ଚେୟାରରେ ଯେତେବେଳେ ବସିଥାଏ ସେତେବେଳେ ସେ କେବଳ ଆପଣଙ୍କ ପୁଅ ନୁହେଁ ବଂର ବନ୍ଧୁ ପାଲଟିଯାଏ।’

ଫଟୋରେ ଅମିତାଭ ଏବଂ ଅଭିଷେକଙ୍କୁ ଥ୍ରୀ ଷ୍ଟେକଡ ଚେୟାରରେ ବସି କୌଣସି ଗମ୍ଭୀର ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳୁଛି। ଫଟୋଟି ଅମିତାଭ ତାଙ୍କର ପ୍ରଥମ ତାମିଲ ଫିଲ୍ମ ’ଉର୍ନନ୍ତା ମରିଥନ୍’ରୁ ନିଆଯାଇଛି।  ଏବେ ବିଗ୍ ବି ଏହି ଫିଲ୍ମ ସହିତ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷେ ଅଭିଷେକ ଓ୍ବେପ ଶୋ ’ବ୍ରେଥ’ର ଦ୍ବିତୀୟ ସିଜିନିରେ ଆସୁଛନ୍ତି।

ସମ୍ବନ୍ଧିତ ଖବର