PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଏହି ସୁନ୍ଦରୀ ମହିଳା ସାଧୁଙ୍କର ଫଟୋ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ୍, ଜାଣନ୍ତୁ କିଏ ଏହି ମହାରାଣୀ

ଆଜି ଆମେ ଏମିତି ଜଣେ ସାଧୁଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସୋସିଆଲ ମିଡ଼ିଆର ମହାରାଣୀ ବୋଲି କୁହାଯାଉଛି। ସାଧୁ ଜଣକ କେତେ ସୁନ୍ଦର ତାହା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ଫଟୋକୁ ଦେଖିଲେ ଜାଣିପାରିବେ। କେବଳ ଆପଣ ନୁହେଁ ସାଧୁ ଜଣଙ୍କ ମଧ୍ୟ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି ବୋଲି ଜଣାପଡ଼ିଛି।

ତେବେ ଏହି ସୁନ୍ଦରୀ ମହିଳା ସାଧୁ ଜଣଙ୍କର ନାଁ ହେଉଛି ସ୍ବାମୀ ଅନାଦି ସରସ୍ବତୀ। ସେ ବର୍ତ୍ତମାନ ରାଜସ୍ଥାନର ଅଜମେରରେ ରହୁଛନ୍ତି। ସେ ସମାଜଶାସ୍ତ୍ରରେ ଏମ୍.ଏ କରିଛନ୍ତି। ଏହା ପରେ ଆଧ୍ୟାତ୍ମ ରାସ୍ତା ବାଛିନେଲେ।

ଆଜି ସାରା ଦେଶରେ ପ୍ରବଚନ ଦେଉଛନ୍ତି। ଏହା ସହିତ ବିଭିନ୍ନ ଇନଷ୍ଟିଚ୍ୟୁଟ ଏବଂ କମ୍ପାନିର କମର୍ଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ପ୍ରବଚନରେ ଧାର୍ମିକ କଥା ସହିତ ଆଜିର ଜ୍ଞାନ ବିଜ୍ଞାନ କଥା ବି ସାମିଲ ରହିଛି।

ସୋସିଆଲ ମିଡ଼ିଆରେ ସ୍ବାମୀ ଅନାଦି ସରସ୍ବତୀଙ୍କ ଶହ ଶହ ସଂଖ୍ୟାରେ ଫଲୋର୍ସ ଅଛନ୍ତି। ଯେଉଁମାନେ ତାଙ୍କୁ ଫଲୋ କରୁଛନ୍ତି। ଆଧ୍ୟାତ୍ମ ରାସ୍ତା ବାଛିବା ସହିତ ପତଞ୍ଜଳୀ ଯୋଗ ଦର୍ଶନ, ଭଗବତ ଗୀତା ଏବଂ ବେଦାନ୍ତର ଜ୍ଞାନ ମଧ୍ୟ ହାସିଲ କରିଛନ୍ତି।

୧୯୯୫ରେ ଅନାଦି ସରସ୍ବତୀ ଏହି ସାଧନା ସହିତ ଯୋଡ଼ି ହୋଇ ରହିଛନ୍ତି। ୨୦୦୫ରେ ସେ ଏକ କଥାବାଚକ ରୂପରେ ସାମ୍ନାକୁ ଆସିଲେ। ୨୦୦୮ରେ ଗୁରୁ ରେବେନ୍ଦ୍ର ସ୍ବାମୀ ଧର୍ମ ପ୍ରେମାନନ୍ଦ ସରସ୍ବତୀଙ୍କୁ ଠାରୁ ଦିକ୍ଷା ହାସଲ କରିଛନ୍ତି।

ସ୍ବାମୀ ଅନାଦି ସରସ୍ବତୀ ଶଙ୍କରାଚାର୍ଯ୍ୟଙ୍କ ମହାନିର୍ବାଣ ଅଖାଡ଼େ ପରମ୍ପରା ମୁତାବିକ ଦିକ୍ଷା ହାସଲ କରିଛନ୍ତି। ସେ ‘ଚିତି ସନ୍ଧାନ ଯୋଗ’ ନାମକ ଏକ ସଂସ୍ଥାର ଅଧ୍ୟକ୍ଷା ବି ଅଛନ୍ତି। ସ୍ବାମୀ ଅନାଦି ସରସ୍ବତୀଙ୍କୁ “BEST FEMALE SAINT of India” ସମ୍ମାନରେ ସମ୍ମାନିତ କରାଯାଇଛି।

ସ୍ବାମୀ ଅନାଦି ସରସ୍ବତୀଙ୍କୁ ଟପ୍ ୫୦ ଇଣ୍ଡିଆନ୍ ଆଇକନ୍ ଆଓ୍ବାର୍ଡ-୨୦୧୬ରେ ସମ୍ମାନିତ କରାଯାଇଥିଲା। ସମାଜର ଉନ୍ନତି ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା।

ସମ୍ବନ୍ଧିତ ଖବର