ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ – ବଲିଉଡ୍‌ର  ପ୍ରସିଦ୍ଧ  ଅଭିନେତା  ଅନିଲ୍‌  କପୁର  ସୋସିଆଲ  ମିଡ଼ିଆରେ  ଖୁବ୍‌ ଆକ୍ଟିଭ୍   ରହୁଛନ୍ତି ।  ସେ  ସବୁବେଳେ  ନିଜର  ପ୍ରଶଂସକଙ୍କୁ   ଭିଡ଼ିଓ  ଓ  ଫଟୋ  ଶେୟାର  କରିଥାନ୍ତି ।  ନିକଟରେ  ଏହି ଅଭିନେତାଙ୍କ  ପୁରୁଣା  ଭିଡ଼ିଓ   ଇଣ୍ଟରନେଟ୍‌ରେ  ବହୁତ ଭାଇରାଲ  ହେଉଛି । ଏହି  ଭିଡ଼ିଓରେ  ଡ୍ୟାନ୍ସର  ବର୍ତ୍ତିକା  ଝା , ମିଷ୍ଟର ଇଣ୍ଡିଆ ର  ସୁପରହିଟ୍‌ ଗୀତ  ‘ଆଇ ଲଭ୍‌ ୟୁ’ ଗୀତରେ  ଜବରଦସ୍ତ  ଅନ୍ଦାଜରେ  ଡ୍ୟାନ୍ସ  କରିବା  ନଜର ଆସିଛି ।  ଫିଲ୍ମ ରେ  ଏହି ଗୀତରେ  ଶ୍ରୀଦେବୀ  ଓ  ଅନିଲ୍‌ କପୁର  ଡ୍ୟାନ୍ସ କରିଥିଲେ ।

  ଷ୍ଟେଜ୍‌ରେ  ଅନିଲ  କପୁରଙ୍କୁ  ଦେଖି   ବର୍ତ୍ତକା  ତାଙ୍କ  ସହ  ଡ୍ୟାନ୍ସ  କରିବାକୁ  ଅନୁରୋଧ  କରିଥିଲେ , ଏହାପରେ   ଅନିଲ  କପୁର  ତାଙ୍କ  ସହ  ଡ୍ୟାନ୍ସ  କରିଥିଲେ ।      

View this post on Instagram

Guys plz Follow : @dance_world8 . ❤️ IF YOU LIKES THE POST THEN FOLLOW AND SHARE OUR PAGE. . DON’T FORGET TO ON POST NOTIFICATION . 👉 @dance_world8 . . FOR UPLOAD YOUR DANCE VIDEOS DM ME ❤️ ———————————————————————————————————————————————- . . 🎵 IMPORTANT NOTICE : . 👉 These all things Are copyrighted . 👉 We just edited & Published to aduience for Entertainment purpose only.. . 🚫 All rights reserved to the respective owners. . 🚫 For Promotional Entertainment| Sponcership purposes only.. . 🚫 If u wish to remove this, please contact us directly, before any action ♦️ . . #dance #dancer #lovedance #danceislife #choreographer #choreography #remo #RemoDsouza #dancedeewane #danceindiadance #danceplus #instavideos #shraddhakapoor #punedancers #puneri #kothrud #punekar #punekars #team #teamxds #piyushbhagat #piyushbhagat #shaziasamji #kothrudparisar #Dharmeshyelande #shaktimohan #chinkiminki #teamnaach #hiphop #dance_world8 #viral @dharmesh0011 @raghavjuyal @remodsouza @terence_here @bharti.laughterqueen @malaikaaroraofficial @geeta_kapurofficial @punitjpathakofficial @harshlimbachiyaa003

A post shared by Dance world (@dance_world8) on

ଭିଡ଼ିଓରେ ନଜର  ଆସୁଛି  ଅନିଲ୍‌ କପୁର , ବର୍ତିତକାଙ୍କ  ସହ  ହୃଦୟସ୍ପର୍ଶୀ  ଡ୍ୟାନ୍ସ କରୁଛନ୍ତି । ଅଭିନେତାଙ୍କ  ଉକ୍ତ  ଭିଡ଼ିଓ  ଏବେ  ସୋସିଆଲ  ମିଡ଼ିଆରେ  ଖୁବ୍‌  ଭାଇରାଲ  ହେଉଛି ।  ଅନିଲ କପୁରଙ୍କ  ଭିଡ଼ିଓକୁ ‘ ଡ୍ୟାନ୍ସ ୱର୍ଲ୍ଡ ୧୮ ’ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛି ।   ଏହି ଭିଡ଼ିଓକୁ ଦେଖି ଲୋକେ ବହୁତ କମେଣ୍ଟ ଦେବା ସହ  ନଜର ପ୍ରତିକ୍ରିୟାମଧ୍ୟ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା