PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗମ୍ଭୀର ଫେକ୍ସରେ ଧାନ କିଣାକୁ ନେଇ ଅନିୟମିତତା ଅଭିଯୋଗ -ଚାଷୀମାନେ ରାସ୍ତାରେ ବସିଲେ

ଖପ୍ରାଖୋଲ/ବେଲପଡା: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଗମ୍ଭାରି ପେକ୍ସରେ ଚାଷୀମାନେ ଗୁରୁବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଧାନ କିଣା ଟାର୍ଗେଟ ନଥିବାରୁ ପେକ୍ସ ସମ୍ମୁଖ ରାସ୍ତାରେ ବସି ରହିଥିଲେ ଚାଷୀ । ସୂଚନାଅନୁଯାୟୀ ଉକ୍ତ ଫେକ୍ସରେ ଶହେ କ୍ୱଣ୍ଟାଲ ଧାନ କିଣା ରହିଥିବାବେଳେ କିନ୍ତୁ ଟୋକନ ପାଇଥିବା ୫ ଜଣ ଚାଷୀ ପାଖାପାଖି ୨ ଶହ କ୍ୱଣ୍ଟାଲ ଧାନ ବିକ୍ରୟ କରିବା ଆଣିଥିଲେ , ପରେ ପେକ୍ସ ସଂପାଦକ ଶହେ କ୍ୱଣ୍ଟାଲରୁ ଅଧିକ ଟାର୍ଗେଟ ନଥିବାରୁ ସେମାନଙ୍କୁ ଧାନ କିଣିବା ପାଇଁ ମନା କରିଥିଲେ । ଏହାପରେ ୫ ଜଣ ଚାଷୀ ଦୋମୋଦର ସାହୁ,ବିଭିଷଣ ସାହୁ,ଚୂଡାମଣି ସାହୁ,ଦିବାକର ସାହୁ ଓ ଚିନ୍ତାମଣି ସାହୁ ରାସ୍ତାରେ ଧାନକୁ ରଖି ପ୍ରାୟ ଏକ ଘଣ୍ଟା ଯାଏ ରାସ୍ତାକୁ ଅବରୋଧ କରିଥିଲେ ।

ପରେ ବେଲପଡା ଆଇଆଇସି ବୁଲୁ ମୁଣ୍ଡା ଓ ତହସିଲଦାର ପ୍ରଶାନ୍ତି ପଧାନ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ପରେ ଚାଷୀମାନେ ରାସ୍ତାରୁ ହଟିଥିଲେ । ଏହାପରେ ଫେକ୍ସ ସଂପାଦକ ଚାଷୀମାନଙ୍କ ଶହେ କ୍ୱଣ୍ଟାଲ ଧାନ ରଖିଥିଲେ , ଅଡର ଆସିଲେ ଆଉ ଶହେ କ୍ୱଣ୍ଟାଲ ଧାନ ରଖାଯିବ ବୋଲି କହିଥିଲେ ।