ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ତଥାପି ଭାଙ୍ଗି ପଡ଼ି ନଥିଲେ ମିଳିନ୍ଦ ସୋମନଙ୍କ ପତ୍ନୀ ... ପ୍ରେମିକ , ପିତା ଓ ଭାଇଙ୍କୁ ହରାଇ ଆଗକୁ ମାଡ଼ି ଚାଲିଥିଲେ ଅଙ୍କିତା

ମୁମ୍ୱାଇ – ମିଳିନ୍ଦ ସୋନମଙ୍କ ପତ୍ନୀ ନିଜ ଜୀବନ ସହ ଜଡ଼ିତ ସବୁ କଥାକୁ ଖୋଲି କହିବାରେ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଅଙ୍କିତା ନିଜର ବିଚାରକୁ ବ୍ୟକ୍ତ କରିବାରେ ଅଧିକ କିଛି ଭାବନ୍ତି ନାହିଁ । ନିକଟରେ ସେ ନିଜ ସହ ଘଟିଥିବା ଜୀବନର ନିରାଟ ସତ୍ୟକୁ ବଖାଣିଛନ୍ତି । କହିଛନ୍ତି କେମିତି ସେ ଏହିସବୁ ଜିନିଷକୁ ଅତିକ୍ରମ କରି ଆଗକୁ ଆଗେଇଲେ । ଧଳା କେଶ , ଆଖିରେ ଖୁବ୍‌ ମେକ୍‌ଅପ୍‌ରେ ନେହା କକ୍କର – ଗାୟିକାଙ୍କ ଅଦ୍ଭୁତ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ !

ଏକ ଭିଡ଼ିଓ ସେୟାର କରି ସେଥିରେ ଅଙ୍କିତା କ୍ୟାପସନରେ ନିଜ ଜୀବନର ଖରାପ ଦିନକୁ ମନେପକାଇ ଥିଲେ। ଲେଖିଥିଲେ – ପିଲାଦିନର ସେ ଅଶୋଭନୀୟ ଓ ଅଭାବନୀୟ ଘଟଣାକୁ । ତାଙ୍କୁ ଅସଦାଚରଣ କରାଯାଇଥିଲା । ହଷ୍ଟେଲ୍‌ରେ ରହି ଦୁନିଆ ଦେଖିଲେ । ବିଦେଶରେ ଏକୁଟିଆ ରହିଲେ , ବିଶ୍ୱାସୀ ଲୋକ ହିଁ ଧୋକା ଦେଲେ , ଭାଇଙ୍କୁ ହରେଇଲେ , ଏକ୍ସ-ଲଭର ବି ରହିଲେନି, ପିତାଙ୍କୁ ବି ହରାଇ ବସିଲେ । ନିଜ ଚେହେରା କାରଣରୁ ଅନେକ ପ୍ରକାରର ନାଁରେ ତାଙ୍କୁ ଡ଼କାଗଲା । ଯାହାଙ୍କୁ ମୁଁ ଭଲ ପାଉଛି ( ମିଳିନ୍ଦ ସୋମନ)ତାଙ୍କୁ ପ୍ରେମ କରିବା ପାଇଁ ଜଜ୍‌ କରାଗଲା ଏବଂ ଯଦି ଆପଣ ମୋତେ ଜଣେ ଆଶାବାଦୀ  ଭାବେ ଜାଣୁଛନ୍ତି ତ କହୁଛି କି  ନିଜକୁ ନିଜେ ଭଲ ପାଅ । ହ୍ୱାଟ୍‌ସଆପ୍‌ରେ ଆପଣଙ୍କୁ କିଏ ବ୍ଲକ୍‌ କରିଛି କି? ଚିନ୍ତା କରନ୍ତୁ ନାହିଁ ,…

{"width":786,"height":447}
Milind Soman Lauds Wife Ankita After She Details Her Traumatic Experience;  Watch

ତାଙ୍କର ଏହି ପୋଷ୍ଟକୁ ଅନେକ ଲାଇକ୍‌ କରି ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି । ମିଳିନ୍ଦ ସୁମନ ଖୁସି ଦର୍ଶାଇ  ଲେଖିଛନ୍ତି –ତୁମେ ବହୁତ ଦୀର୍ଘ ପଥ ଅତିକ୍ରମ  କରିଛ , ବେବୀ ...।

wp:html
/wp:html

କହୁ ରଖୁଛୁ କି ମିଳିନ୍ଦ ସୋମନ ଓ ଅଙ୍କିତା କୋଓଁର ୧୨ ଜୁଲାଇ ୨୦୧୮ରେ ବିବାହ କରିଥିଲେ ଯ ଯେବେ ଉଭୟଙ୍କର ବିବାହ ହୋଇଥିଲା ସେହି ସମୟରେ ମିଳିନ୍ଦଙ୍କର ବୟସ ୫୨ ବର୍ଷ ଥିଲା ଓ ଅଙ୍କିତା ଥିଲେ ୨୬ ବର୍ଷିର । ଏହି କାରଣ ସେମାନଙ୍କର ବିବାହ ଖୁବ୍‌ ଚର୍ଚ୍ଚାର ବିଷୟ ମଧ୍ୟ ସାଜିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.