PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରାଜ୍ୟରେ ଆଜି ଦୁଇଟି ଜିଲ୍ଲାରୁ ଏକ ହଜାରରୁ ଅଧିକ ସୁସ୍ଥ; ମୋଟ ଏତିକି ଜଣ ଆରୋଗ୍ୟ ହେଲେ

pic-internet

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୫୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୬୪ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୫୨ ଜଣ ସୁସ୍ଥ ହୋଇଛନ୍ତି।    

ସେହିପରି ଯାଜପୁରରୁ ୭୯୧, ସୁନ୍ଦରଗଡ଼ରୁ ୬୯୯, ଅନୁଗୁଳରୁ ୬୯୦,ପୁରୀ ୫୬୮, ମୟୂରଭଞ୍ଜ ୫୩୪, ବାଲେଶ୍ୱରରୁ ୫୨୪, ସମ୍ବଲପୁର ୪୩୮, ଝାରସୁଗୁଡ଼ା ୪୨୧, ବରଗଡ଼ରୁ ୩୮୪, ନୟାଗଡ଼ ୩୪୬, ଗଞ୍ଜାମ ୩୧୬, ନବରଙ୍ଗପୁର ୩୦୨, ଜଗତସିଂହପୁର ୨୯୪, ବଲାଙ୍ଗିର ୨୯୩, କୋରାପୁଟ ୨୬୪, ରାୟଗଡ଼ା ୧୯୯, କଳାହାଣ୍ଡି ୧୯୬, ବୌଦ୍ଧ ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ ୧୮୬ ଜଣ ସୁସ୍ଥ ହୋଇଛନ୍ତି।

କେଉଁଝରରୁ ୧୫୧, କେନ୍ଦ୍ରାପଡ଼ା ୧୫୦, ଭଦ୍ରକ ୧୩୨, ଢେଙ୍କାନାଳ ୧୨୭, ଦେଓଗଡ଼ ୧୧୭, ନୂଆପଡ଼ା ୧୧୧, ଗଜପତି ୧୧୦, କନ୍ଧମାଳ ୧୦୨, ମାଲକାନଗିରି ୧୦୦ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍‌ ପୁଲରୁ ୨୬୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬୫୮୬୪୬ ହୋଇଛି।