PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବିରାଟଙ୍କ ରେକର୍ଡ୍ ଠାରୁ ଦାମୀ ଅନୁଷ୍କାଙ୍କ ଏହି ବ୍ୟାଗ୍, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୨|୧୨:  ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିକଟରେ ଏକ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ସେ ବ୍ଲୁ ଜିନ୍ସ ସହ ଏକ ଧଳା ରଙ୍ଗର ଟିପସରେ ନଜର ଆସିଛନ୍ତି। କିନ୍ତୁ ଅନୁଷ୍କାଙ୍କ ଏହି ଲୁକରେ ସବୁଠାରୁ ହାଇଲାଇଟସ୍ ହୋଇଛି ସେ ଧରିଥିବା ବ୍ୟାଗ୍।

ସେ ଖ୍ରୀଷ୍ଟିଆନ ଡାୟରର ଏକ ଟ୍ରେଣ୍ଡିଂ ବ୍ୟାଗ ଧରିଥିଲେ। ଏହି ବ୍ୟାଗର ମୂଲ୍ୟ ଶୁଣି ଆପଣ ଚକିତ ହୋଇଯିବେ। ଅନୁଷ୍କାଙ୍କ ପତି ବିରାଟ କୋହଲି ସମସ୍ତ ଫର୍ମାଟରେ ଯେତିକି ରନ୍ କରିଛନ୍ତି, ଏହାଠାରୁ ମଧ୍ୟ ଅଧିକ ବ୍ୟାଗର ଦାମ୍ ରହିଛି। ବିରାଟ ମୋଟ ୨୦ ହଜାର ରନ୍ କରିଛନ୍ତି। କିନ୍ତୁ ଅନୁଷ୍କାଙ୍କ ଏହି ବ୍ୟାଗର ଦାମ୍ ୨ଲକ୍ଷ ଟଙ୍କା। ଏହାର ଲୁକ୍ ମଧ୍ୟ ଆକର୍ଷଣୀୟ।

ଗତକାଲି ବିରାଟ୍ ଓ ଅନୁଷ୍କାଙ୍କର ବିବାହ ବାର୍ଷିକୀ ଥିଲା। ବିରାଟ ଭିନ୍ନ ଅନ୍ଦାଜରେ ଅନୁଷ୍କାଙ୍କୁ ଉପହାର ଦେଇଥିଲେ। ସେ ମାତ୍ର ୨୯ ବଲରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ସମ୍ବନ୍ଧିତ ଖବର