ନୂଆ ଆଇଫୋନ୍ କ୍ୟାମେରାର ମଜା ଉଡାଇଲେ ୟୁଜର୍ସ, ଭାଇରାଲ ହେଲା ମିମ୍ସ

ଭୁବନେଶ୍ୱର ୧୧/୯: ଆପଲ୍ ମଙ୍ଗଳବାର କାର୍ଲିଫର୍ଣ୍ଣିଆରେ ଷ୍ଟିଭ୍ ଜବ୍ସ ଥିଏଟରରେ ୩ ନୂଆ ଆଇଫୋନ୍ ଲଞ୍ଚ କରିଛି । ଏହା ଆଇଫୋନ୍ ୧୧, ଆଇଫୋନ୍ ପ୍ରୋ ଏବଂ ଆଇଫୋନ୍ ପ୍ରୋ ମ୍ୟାକ୍ସ । କମ୍ପାନୀ ପ୍ରଥମ ଥର ପାଇଁ ଟ୍ରିପଲ୍ ରିୟର କ୍ୟାମେରାର ବ୍ୟବହରା କରିଛି । ଏହା ୧୨+୧୨+୧୨ ମେଗାପିକ୍ସେଲର କମ୍ବିନେସନ୍  । ଏହି କ୍ୟାମେରା ଏତେ ପାୱାରଫୁଲ ଯେ ଏଥିରେ ହାଇ କ୍ୱାଲିଟି ଭଡିଓ କ୍ଯାମେରା ସୁଟ୍ କରାଯାଇପାରିବ । ତେବେ ଫୋନରେ ଯେଉଁଭଳି କ୍ୟାମେରା ସେଟଅପ୍ ଦିଆଯାଇଛି ସେନେଇ ସୋସିଆଲ୍ ମିଡିଆରେ ୟୁଜର୍ସ ବହୁତ ମଜା ଉଡାଉଛନ୍ତି । ତେବେ ଆସନ୍ତୁ ଦେଖିବା କିଛି ମିମ୍ସ ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ