PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

‘ ଥ୍ରୀଲର’ ଡାଇରେକ୍ଟରଙ୍କ ସହ ଲାଇଭ୍‌ରେ ଆସିଲେ ଅପସରା – ଖୁଲାସା କଲେ ଅନେକ ଅକୁହା କଥା

ମୁମ୍ୱାଇ – ଅଭିନେତ୍ରୀ  ଅପସରା ରାନୀ ‘ ଥ୍ରୀଲର’ ଫିଲ୍ମ ଡାଇରେକ୍ଟର ରାମ ଗୋପାଳ ବର୍ମାଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍‌ରେ ଥିଲେ ଏବଂ ପ୍ରଶଂସକଙ୍କୁ ଫିଲ୍ମ ବିଷୟରେ ଓ ରାମୁଙ୍କ ସହ ପ୍ରଥମ ସାକ୍ଷାତ୍‌ ବିଷୟରେ ଅନେକ କିଛି ଅଛପା କଥା ସେୟାର କରିଥିଲେ । ଏହି ଲାଇଭ୍‌ ପର୍ଯ୍ୟାୟରେ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଉଲ୍ଲେଖନୀୟ ଯେ , ଫିଲ୍ମ ଥ୍ରୀଲରରେ ଓଡ଼ିଶାର ଦୁଇ ଯୁବ କଳାକାର( ଅପସରା ରାନୀ ଓ ରକ୍‌ କଚ୍ଚି) ଙ୍କୁ ଲିଡ୍‌ ରୋଲ୍‌ରେ ନିଆଯାଇଛି । ଏହା ଅଗଷ୍ଟ ୧୪ରେ  ଅନ୍‌ ଲାଇନ୍‌ ପ୍ଲାଟ୍‌ଫର୍ମ rgvworldtheatre.com ଓ ShreyasET.com ରେ  ରିଲିଜ୍‌ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର