PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସୀମାରେ ଶତ୍ରୁଙ୍କ ବିନାଶ ପାଇଁ ଆଉ ୬ଟି ଆପାଚେ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ ୨୨/୧୨: ଆମେରିକୀୟ କଂପାନି ବୋଇଂ ଠାରୁ ଭାରତ ଆଉ ୬ଟି ଅତିରିକ୍ତ ଏଏଚ-୬୪ଇ ଆପାଚେ ଲଢ଼ୁଆ ହେଲିକପ୍ଟର କ୍ରୟ କରିବାକୁ ଯୋଜନା କରିଛି । ଭାରତ ସରକାର ଏଥିପାଇଁ ୯୩୦ ନିୟୁତ ଡଲାର ବ୍ୟୟ କରିବେ । ଏହି ୬ଟି ହେଲିକପ୍ଟରକୁ ସ୍ଥଳସେନା ବ୍ୟବହାର କରିବ ।

ଭାରତ ପୂର୍ବରୁ ଆମେରିକା ଠାରୁ ଏଧରଣର ୨୨ଟି ହେଲିକପ୍ଟର କିଣିବାକୁ ଚୁକ୍ତି କରିସାରିଛି । ଆପାଚେ ହେଲିକପ୍ଟରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଲଢ଼ୁଆ ହେଲିକପ୍ଟର ଭାବେ ବିବେଚନା କରାଯାଇଥାଏ । ଏହି ହେଲିକପ୍ଟର ଗୋଟିଏ ମିନିଟ ଭିତରେ ୧୨୮ଟି ଟାର୍ଗେଟ ଉପରେ ଆକ୍ରମଣ କରିପାରିବ ।

ସମ୍ବନ୍ଧିତ ଖବର