PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଅର୍ପିତାଙ୍କ ଝିଅ ଆୟତଙ୍କ ପ୍ରଥମ ଫଟୋ ଭାଇରାଲ, ଭାଣେଜୀର ମଥାରେ ଚୁମା ଦେଉଛନ୍ତି ସଲମାନ

ନୂଆଦିଲ୍ଲୀ,୨୯।୧୨: ବଲିଉଡର ସୁପରଷ୍ଟାର ସଲମାନ ଖାନ୍ ଗତ ୨୭ ତାରିଖରେ ନିଜର ଜନ୍ମଦିନରେ ପୁଣିଥରେ ହୋଇଛନ୍ତି ମାମୁଁ। ସଲମାନଙ୍କ ସାନ ଭଉଣୀ ଅର୍ପିତା  ଶୁକ୍ରବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂର୍ବରୁ ଅର୍ପିତା ଓ ଆୟୁଷଙ୍କର  ପୁଅ ଆହିଲ ମଧ୍ୟ ଅଛନ୍ତି।  ଅର୍ପିତା ଓ ତାଙ୍କ ଝିଅଙ୍କୁ ଦେଖା କରିବା ପାଇଁ ହସ୍ପିଟାଲକୁ ସଲମାନ ଖାନଙ୍କ ପରିବାର ଲୋକ ଆସିଥିଲେ।  ଏବେ ଅର୍ପିତା ଝିଅଙ୍କର ପ୍ରଥମ ଫଟୋ ସାମନାକୁ ଆସିଛି।

ଅର୍ପିତାଙ୍କ ଝିଅର ନାମ ଆୟାତ ରଖାଯାଇଛି। ଯେଉଁ ଫଟୋ ଆସିଛି ସେଥିରେ ସଲମାନ ଆୟାତଙ୍କ ମଥାରେ ଚୁମା ଦେଉଥିବାର ଦେଖିବାକୁ ମିଳୁଛି। ଉଲ୍ଲେଖନୀୟ ଯେ, ଅର୍ପିତାଙ୍କ ଡେଲିଭରି କାରଣରୁ ସଲମାନ ନିଜର ୫୪ ତମ ଜନ୍ମଦିନରେ କୌଣସି ପାର୍ଟି କରିନଥିଲେ। ସଲମାନଙ୍କ ପୁରା ପରିବାର ଏବେ  ଅର୍ପିତାଙ୍କ ଯତ୍ନ ନେଉଛନ୍ତି।