PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଘରୋଇ କଳିରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ରଗଡି ୨୪।୭ : ଦମ୍ପତ୍ତିଙ୍କ ଆତ୍ମହତ୍ୟା। ଯାଜପୁର ଜିଲ୍ଲା କୋରାଇ ଥାନା ଗୌରପୁର ପଞ୍ଚାୟତର ଯୁଗଳ ଗାଁର ଶାନ୍ତନୁ ଜେନା (36) ସବିତା ଜେନା (୩୨) ଉଭୟ ୨୦୧୬ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ l ସେବେଠାରୁ ସୁଖ ଶାନ୍ତିରେ ବୈବାହିକ ଜୀବନ ଅତିବାହିତ କରୁଥିଲେ ଉଭୟ ସ୍ଵାମୀ ସ୍ତ୍ରୀ।

ବିଗତ କିଛି ଦିନ ତଳେ ସବିତାଙ୍କ ଭାଇକୁ ଫୋନ ମାଧ୍ଯମରେ ଏକ ଖବର ଆସିଥିଲା କି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଛି। ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ଫଳରେ ଉଭୟ ଆତ୍ମହତ୍ୟା କରିଛିନ୍ତି । ଖବର ପାଇ ଘଟଣାସ୍ଥଳରେ କୋରେଇ ଥାନା ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତଦନ୍ତ ଜାରି ରଖିଛି ପୋଲିସ।

ସମ୍ବନ୍ଧିତ ଖବର