ଏହି ଦେଶର ପ୍ରଧାନମନ୍ତ୍ରୀ ଭାଙ୍ଗିଲେ ଲକଡାଉନ୍ ନିୟମ, ଦେବାକୁ ପଡିଲା ଜୋରିମନା

କରୋନା ଭ୍ୟାକସିନ୍ ତିଆରି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଭାରତୀୟ ଝିଅ, ଅକ୍ସଫୋର୍ଡରେ କରୁଛନ୍ତି ରିସର୍ଚ୍ଚ

ମୋଦିଙ୍କୁ ସିଙ୍ଘଡା ଖାଇବାକୁ ନିମନ୍ତ୍ରଣ କଲେ ଏହି ଦେଶର ପ୍ରଧାନମନ୍ତ୍ରୀ, ମୋଦି କହିଲେ କରୋନାକୁ ହରାଇ ଏକାଠି ବସି ଖାଇବା

ଏହି ଦେଶରେ ଗୋଟେ ଦିନରେ ୩୩ ହଜାର କରୋନା ସଂକ୍ରମଣ ମାମଲା, ସବୁ ରେକର୍ଡ ଭାଙ୍ଗିଲା

କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ, ଦିଲ୍ଲୀ ସରକାର କେନ୍ଦ୍ରକୁ ମାଗିଲେ ୫ହଜାର କୋଟି ଟଙ୍କା

ପୁଣି ବିଗିଡି ପାରେ ଭାରତ-ନେପାଳ ସମ୍ପର୍କ: ବିବାଦୀୟ ନକ୍ସାକୁ ନେଇ ସଂସଦରେ ସଂଶୋଧନ ବିଲ୍ ଆଗତ

ରେଳ ଅଧିକାରୀଙ୍କ ଅମାନବୀୟ ବ୍ୟବହାର, ପ୍ରବାସୀ ଶ୍ରମିକଙ୍କୁ ବିସ୍କୁଟ ଫୋପାଡିକି ଦେବା ସହ କଲେ ପରିହାସ

ମନ କି ବାତରେ କହିଲେ ମୋଦି, କରୋନା ପାଇଁ ବିଦେଶୀ ନେତାଙ୍କ ସହ କରିଥିଲେ ଏହି ଗୁପ୍ତ ଆଲୋଚନା

‘ମନ କି ବାତ’ରେ ଓଡିଶାକୁ ପ୍ରଶଂସା କଲେ ମୋଦି, କହିଲେ- ଧର୍ଯ୍ୟ ଓ ସାହାସ ଦେଖାଇ ଲୋକେ କଲେ ‘ଅମ୍ଫାନ’ର ମୁକାବିଲା

ନାସା ରଚିଲା ଇତିହାସ, ଘରୋଇ କମ୍ପାନୀ SpaceX ସହ ମିଶି ଅନ୍ତର୍ଜାତୀୟ ସ୍ପେସ୍ ସେଣ୍ଟରକୁ ପଠାଇଲା ଦୁଇ ମହାକାଶ ଯାତ୍ରୀ

ଟ୍ରେନିଂ ପାଇଁ ପାକିସ୍ତାନ ଆସିଥିଲେ ଭାରତୀୟ କ୍ରିକେଟର, ୩ ମାସ ମୋ ଘରେ ରହିଲେ: ସାହିଦ୍ ଆଫ୍ରିଦି

ଯୌତୁକରେ ମିଳିଲାନି ଜେସିବି, ଫେସବୁକରେ ୭ଟି ଫେକ୍ ଆଇଡି ଖୋଲି ସ୍ତ୍ରୀର ଇଜ୍ଜତ ସହ ଖେଳିଲା ସ୍ବାମୀ

ସଚିବାଳୟର ଅଧିକାରୀ କରୋନା ପଜିଟିଭ, ସିଲ୍ କରାଗଲା କାର୍ଯ୍ୟାଳୟ

ପୁଅକୁ ହତ୍ୟା କରି ଥାନାରେ ପହଁଞ୍ଚିଲା ବାପା: କହିଲା- ନଦୀରେ ଫୋପାଡିକି ଆସିଲି,ଶେଷ କରିଦେଲି ମୋ ବଂଶ…

ଆସୁଛି ବାତ୍ୟା ‘ହିକା’, ଗୁଜରାଟରେ ସୃଷ୍ଟି କରିବ ତାଣ୍ଡବ

ଦିଲ୍ଲୀ-ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନର ପାଇଲଟ୍ କରୋନା ପଜିଟିଭ, ଅଧାବାଟରୁ ଫେରିଲା ବିମାନ

ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି: ବର୍ଷକ ତଳେ ଆରମ୍ଭ ସ୍ବର୍ଣ୍ଣିମ ଅଧ୍ୟାୟକୁ ଆଗକୁ ନେବାକୁ ଜନତାଙ୍କ ଆର୍ଶୀବାଦ ମାଗିଲେ ପ୍ରଧାନମନ୍ତ୍ରୀ

ମୃତ୍ୟୁ ପୂର୍ବରୁ ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜାନ ଦାରୁୱାଲା କରୋନାକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ