ହ୍ୱାଟ୍‌ସଆପ୍‌ ଫର୍‌ୱାର୍ଡ ମେସେଜ୍‌ରେ କଟକଣା: ଥରକେ ପଠାଇହେବ ଗୋଟିଏ ମେସେଜ୍‌

କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକ୍‌ଡାଉନ୍‌ ସରିବା ପରେ ସହଜ ହେବ ନାହିଁ ରେଳଯାତ୍ରା, ମାନିବାକୁ ହେବ ଏକାଧିକ ନିୟମ

କରୋନା ଯୋଗୁଁ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ବିଶ୍ରାମ

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ନଟ୍ ଆଉଟ୍!.. ଏଣିକି ଅନ୍‌ଲାଇନ୍‌ରେ ପାଠପଢ଼ା

କୋଭିଡ୍-୧୯ ରୋଗୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ଛେପ ପକାଇଲେ ରୁଜୁ ହେବ ହତ୍ୟା ମାମଲା

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଉପରେ ଗାଦି ଛାଡିବାକୁ ଚାପ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠିକୁ ଗାଭାସ୍କଙ୍କ ୫୯ ଲକ୍ଷର ସହାୟତା

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

୮୨ ବର୍ଷୀୟ ବୃଦ୍ଧ ଦେଲେ କରୋନାକୁ ମାତ୍‌

ଇଟାଲୀରେ ଡାକ୍ତରଙ୍କ ପରସ୍ପରକୁ ପ୍ରଶ୍ନ, ଏବେ ଆମ ଭିତରୁ କାହା ପାଳି

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ଲକ୍‌ଡାଉନ୍‌ରେ ନୀଳଚକ୍ର ଦେଖି ଦେଖି ଭକ୍ତଙ୍କ ବିତୁଛି ଦିନ

ରାଜ୍ୟ ସରକାରଙ୍କୁ ବିରେଧୀ ଦଳ ନେତାଙ୍କ ପ୍ରସ୍ତାବ: ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କର

ଲକ୍‌ ଡାଉନରେ ଚୋରି ରୋକିବାକୁ ପୂର୍ବତଟ ରେଲୱେ ପ୍ଲାଟଫର୍ମ ଜଗୁଛି ଡ୍ରୋନ୍‌ କ୍ୟାମେରା