PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅଟୋରେ ଚଳନ୍ତା ଘର: ବେଡରୁମଠାରୁ ନେଇ କିଚେନ ପର୍ଯ୍ୟନ୍ତ ସବୁ କିଛି ଅଛି, ଖର୍ଚ୍ଚ ହୋଇଛି ମାତ୍ର ଏତିକି ଟଙ୍କା

https://aajtak.intoday.in/

ନୂଆଦିଲ୍ଲୀ,୧୩।୮: ଚଳନ୍ତା ଫେରନ୍ତା ଘର। ତାହା ପୁଣି ମାତ୍ର ୧ ଲକ୍ଷ ଟଙ୍କାରେ। ଏହି ଘରେ ରହିଛି ସବୁ ପ୍ରକାର ସୁବିଧା। ଏହି ଘରର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି।

ସବୁଠାରୁ ଖାସ୍ କଥା ଏହା ଯେ, ଏହି ଘରକୁ ଯୁଆଡେ ଚାହିଁବେ ତାକୁ ସିଆଡେ ନେଇପାରିବେ। ଏହି ଘର ଏକ ଅଟୋ ରିକ୍ସାକୁ ମୋଡିଫାଏ କରି ତିଆରି କରାଯାଇଛି। ଘରଟିକୁ ତିଆରି କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଅରୁଣ ପ୍ରଭୁ।

ଏହି ଘର ଭିତରେ ବେଡରୁମ, କିଚେନ୍, ଲିଭିଂ ରୁମ୍ ସହିତ ଟଏଲେଟ୍ ମଧ୍ୟ ରହିଛି। ଘର ଭିତରେ ଦୁଇଜଣ ଲୋକ ଅତି ଆରାମରେ ରହିପାରିବେ। ଖୋଲା ପବନରେ ଯଦି ବସିବାକୁ ଚାହାନ୍ତି ତେବେ ଏକ ଆରାମ ଚେୟାର ଅଟୋର ଛାତ ଉପରେ ରଖିବାର ବ୍ୟବସ୍ଥା ମଧ୍ୟ ରହିଛି।

View this post on Instagram

Super stoked to finally reveal a project that has been in the works! SOLO 01. A stunning, utilitarian design of a Portable / Detachable housing system. This ingenious small space design transforms a customized 3 wheeler into a comfy Mobile home / Commercial space.We’ve maximized the total 6’x6’ to give you value that isn’t minimalist but fully utilitarian.The concept is the fruit of research into actual needs; we’ve outwitted complex challenges with simple solutions. Unveiling our first prototype ! As Clare Booth said “Simplicity is the ultimate sophistication” #thebillboardscollective #billboards #tinyarchitecture #portablehouse #autorickshawhouse #desicaravan #compactliving #slumhousing #smallscalearchitecture #india #architecture #design #sustainable #nomad #hippies #affordablefashion #vanlife #vanlifediaries #vanlifeindia #campervan #autolife #vanlifecamper #vanlifejournal #vanlifedistrict

A post shared by The BILLBOARDS® Collective. (@the.billboards.collective) on

୩୬ ବର୍ଗଫୁଟରେ ତିଆରି ହୋଇଥିବା ଏହି ଘରେ ୨୫୦ ଲିଟର ଓ୍ବାଟର ଟାଙ୍କି,୬୦୦ ଓ୍ବାଟର ସୋଲାର ପ୍ୟାନେଲ ଲାଗିଛି। ଏହି ଘରେ କବାଟ ଓ ଉପରେ ଛାତ ଉପରକୁ ଯିବା ପାଇଁ ସିଢି ମଧ୍ୟ ରହିଛି। ଏହି ଘରକୁ ପୁରୁଣା ଜିନିଷ ଦ୍ବାରା ରିସାଇକେଲ କରାଯାଇ ତିଆରି କରାଯାଇଛି। ୫ ମାସରେ ତିଆରି କରାଯାଇଥିବା ଏହି ଘରରକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି। ତାମିଲନାଡୁରେ ରହୁଥିବା ଅରୁଣ ବେଙ୍ଗାଲୁରର ଡିଜାଇନ୍ ଓ ଆର୍କିଟେକ୍ କମ୍ପାନୀ ବିଲବୋର୍ଡ ସହିତ ମିଶି ଏହାକୁ ତିଆରି କରିଛନ୍ତି।

ସମ୍ବନ୍ଧିତ ଖବର