PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି? ତେବେ ଶନିବାର ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ…

ଭଗବାନ ଶନିଦେବଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସର୍ବଦା ଶନିଦେବଙ୍କୁ ସନ୍ତୁଷ୍ଟ କରିବା ଦରକାର । ଆମର ଖାଦ୍ୟପେୟକୁ ନେଇ ମଧ୍ୟ ଶନିଦେବଙ୍କର ପ୍ରଭାବ ରହିଛି । ଏଣୁ ଶନିବାର ଦିନ ଏପରି ଖାଦ୍ୟପେୟ ଗ୍ରହଣ କରନ୍ତୁ ନାହିଁ, ଯାହାଦ୍ୱାରା ଶନିଙ୍କ କୋପର ଶିକାର ହେବେ ।

କ୍ଷୀର ଓ ଦହି : ଶନିବାର ଦିନ କ୍ଷୀର ଓ ଦହି ଖାଇବେନି । ଯଦି ଖାଉଥାନ୍ତି ତେବେ କ୍ଷୀର ଓ ଦହିରେ ହଳଦୀ କିମ୍ବା ଗୁଡ଼ ମିଶାଇ ପିଅନ୍ତୁ ।

ଆମ୍ବ ଆଚାର : ଶନିବାର ଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ । କାରଣ ଭଗବାନ ଶନିଦେବଙ୍କୁ ଖଟା ଭଲ ଲାଗେ ନାହିଁ ।

ନାଲି ଲଙ୍କା : ଶନିବାର ଦିନ ପାଲି ଲଙ୍କା କିମ୍ବା ଲଙ୍କା ଗୁଣ୍ଡ ବ୍ୟବହାର କରନ୍ତୁ ନାହିଁ । କାରଣଏହାଦ୍ୱାରା ଭଗବାନ ଶନିଦେବ କୋପ କରନ୍ତି ।

ମସୁର ଡାଲି : ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ । ମସୁର ଡାଲି ଖାଇଲେ ମଙ୍ଗଳ ଗ୍ରହର ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ମଙ୍ଗଳ ଶନି ଦୋଷକୁ ପ୍ରଭାବିତ କରିଥାଏ ।

ମଦ : ଶନିବାର ଦିନ ମଦ୍ୟ ପାନ ଅତ୍ୟନ୍ତଖରାପ । ଏହି ଦିନ ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କର ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ ।