PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

୨୬ ଫେବୃୟାରୀରେ ଅଯୋଧ୍ଯା ମାମଲାର ଶୁଣାଣି

source:www.indiatoday.in

ନୁଆଦିଲ୍ଲୀ ୨୦/୨: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରେ ୨୬ ଫେବୃୟାରୀରେ ଶୁଣାଣି ହେବ । ୨୬ ତାରିଖ ମଙ୍ଗଳବାର  ସକାଳ ୧୦.୩୦ ମିନିଟରେ ଏହି ଶୁଣାଣି ହେବ । ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ । ଖଣ୍ଡପୀଠରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ବୋବୋଡେ, ଜଷ୍ଟିସ୍ ଚନ୍ଦ୍ରଚୁଡ, ଜଷ୍ଟିସ୍ ଅବ୍ଦୁଲ ନଜିର ଓ ଜଷ୍ଟିସ୍ ଅଶୋକ ଭୂଷଣ ରହିବେ ।

ଏହା ପୂର୍ବରୁ ୧୦ ଜାନୁୟାରୀରେ ହୋଇଥିବା ଶୁଣାଣି ସମୟରେ ମୁସଲିମ୍ ପକ୍ଷର ଓକିଲ ରାଜୀବ ଧବନଙ୍କ ଆପତ୍ତି ପରେ ଜଷ୍ଟିସ୍ ୟୁୟୁ ଲଳିତ ନିଜକୁ ଏହି କେସରୁ ଅଲଗା କରିଦେଇଥିଲେ ।