ସରକାରୀ ଚାକିରୀ ଦେବା ନାଁରେ ଚାଲିଛି ଏହି ଓ୍ବେବସାଇଟ୍, ଲୋକଙ୍କୁ ଲଗାଉଛି ଚୁନ, ଜାଣନ୍ତୁ ପୁରା ଘଟଣା…

ଅଧିକାଂଶ ଲୋକ ସରକାରୀ ଚାକିରୀ ହିଁ କରିଥାନ୍ତି। ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ। ତେବେ ସରକାରୀ ଚାକିରୀ କରିବାକୁ ହେଲେ ବିଭିନ୍ନ ପ୍ରକାର ଫର୍ମ ଭରିବାକୁ ପଡ଼ିଥାଏ। ଏବେ ଅଧିକାଂଶ ଫର୍ମ ଅନଲାଇନ ଦ୍ବାରା ଭର୍ତ୍ତି କରାଯାଉଛି। କିନ୍ତୁ ଏହି ଅନଲାଇନ ଆବେଦନ ନିଶାରେ କେତେ ଯେ ଲୋକ ହଇରାଣରେ ପଡ଼ୁଛନ୍ତି ତାର ହିସାବ ନାହିଁ।

ଏବେ ସରକାର ଚାକିରୀ ନାଁରେ ଲୋକଙ୍କୁ ଠକୁଥିବା ଏକ ଓ୍ବେବସାଇଟକୁ ନେଇ ଚେତାବନୀ ଜାରି କରିଛନ୍ତି। ଯଦି ଆୟୁଷ୍ମାନ ଭାରତ କିମ୍ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନାମରେ କୈାଣସି ଓ୍ବେବସାଇଟକୁ ଯାଉଛନ୍ତି ତେବେ ଜରୁରୀ ନାହିଁ କି ଆପଣ ଅସଲି ଓ୍ବେବସାଇଟ୍କୁ ଯାଉଛନ୍ତି। ଆୟୁଷ୍ମାନ୍ ଭାରତ ଯୋଜନା ଉପରେ ବହୁତ ସାରା ନକଲି ଓ୍ବେବସାଇଟ୍ ଚାଲୁଛି ଏବଂ ଲୋକଙ୍କୁ ଚୁନା ଲଗାଯାଉଛି।

ଏବେ ଆୟୁଷ୍ମାନ୍ ଭାରତ ଯୋଜନାର ଡେପୁଟି ସିଇଓ ଦିନେଶ ଅରୋଡା ଏମିତି ଏକ ଓ୍ବେବସାଇଟ ବିଷୟରେ ଲୋକଙ୍କୁ ସତର୍କ କରାଇଛନ୍ତି ଯିଏ ସରକାରୀ ଜ ଲୋକଙ୍କୁ ଠାରୁ ଟଙ୍କା ନେଉଛନ୍ତି। ସେ  ନିଜେ ଟ୍ବିଟରରେ କହିଛନ୍ତି କି, ‘ଫ୍ରଡ୍ ଆଲର୍ଟ ! http://www.pmjaygov.  ଏକ ନକଲି ଓ୍ବେବସାଇଟ୍ ଯିଏ ଆୟୁଷ୍ମାନ୍ ଭାରତ ପିଏମ୍-ଜେଏଓ୍ବାଇ ନାମଁରେ ଚାକିରୀର ଅଫର ଦେଇ ସାଧାରଣ ଲୋକଙ୍କୁ ଠକିବାକୁ ଚେଷ୍ଟା ଚଲାଇଛି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ