PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସମାଜବାଦୀ ପାର୍ଟି ସାଂସଦ ଆଜମ୍‌ ଖାନ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ଖୁବ୍‌ ଗୁରୁତର, ଫୁସ୍‌ଫୁସ୍‌ ପରେ କିଡନୀରେ ବି ସମସ୍ୟା

ajtak

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ସାଂସଦ ଆଜମ୍‌ ଖାନ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ଖୁବ୍‌ ଗୁରୁତର ହୋଇଛି । ଗତ କିଛି ଦିନ ହେଲା ତାଙ୍କର ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି । ସେ କରୋନା ପଜିଟିଭ୍‌ ହୋଇଛନ୍ତି ଏବଂ ତାଙ୍କୁ ନିଶ୍ୱାସ ନେବାର ବହୁତ କଷ୍ଟ ହେଉଛି। ଏବେ ହସ୍ପିଟାଲ ପକ୍ଷରୁ ତାଙ୍କର ସ୍ୱାସ୍ଥ୍ୟ ସୂଚନା ଜାରି କରାଯାଇଛି। ସୂଚନା ଦିଆଯାଇଛି କି ଫୁସଫୁସ୍‌ ପରେ ଆଜମ ଖାନ୍‌ଙ୍କର କିଡନୀରେ ମଧ୍ୟ ସମସ୍ୟା ଦେଖା ଦେଇଛି।

ବର୍ତ୍ତମାନ ସମୟରେ ଆଜମ ଖାନ୍‌ଙ୍କୁ କ୍ରିଟିକଲ କେୟାର ଓ ନେଫ୍ରୋଲଜି ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି। ତାଙ୍କୁ ଏହି ସମୟରେ ଆଇସିୟୁରେ ୩ରୁ ୫ଲିଟର ଅକ୍ସିଜେନ୍‌ର ଆବଶ୍ୟକ ହେଉଛି। ଏହା ପୂର୍ବରୁ ଡାକ୍ତରଙ୍କ ଦ୍ୱାରା କୁହାଯାଉଥିଲା କି ଆଜମଙ୍କର ଫୁସଫୁସ୍‌ରେ ଫାଇବ୍ରୋସିସ୍‌ ଓ କ୍ୟାଭିଟି ଥିବା ଜଣାପଡ଼ିଛି। ଏହି କାରଣରୁ ତାଙ୍କର ସ୍ଥିତି ଅଧିକ କ୍ରିଟିକଲ ଦେଖିବାକୁ ମିଳିଛି ।

ଏବେ ତାଙ୍କର କିଡ୍‌ନୀରେ ବି ସମସ୍ୟା ହେବାରେ ଲାଗିଛି । ଯଦ୍ୱାରା ଡାକ୍ତରଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି । ସେମାନ ବହୁତ ଚେଷ୍ଟା କରୁଛନ୍ତି। ହେଲେ ଗତ କିଛି ଦିନ ହେଲା ଆଜମ ଖାନ୍‌ଙ୍କର ସ୍ୱାସ୍ଥ୍ୟରେ ଅଧିକ ସୁଧାର ଆସି ନାହିଁ ।

ସମ୍ବନ୍ଧିତ ଖବର