ବାବା ଧବଳେଶ୍ୱରଙ୍କ ପୀଠରେ ହେବନି ଜାଗର ଯାତ୍ରା

ଆଠଗଡ଼ – ଚଳିତ ବର୍ଷ ବାବା ଧବଳେଶ୍ୱରଙ୍କ ପୀଠରେ ହେବନି ଯାଗର ଯାତ୍ରା । ଯାତ୍ରା ବନ୍ଦ ପାଇଁ ହୋଇଛି ନିଷ୍ପତ୍ତି । ୧୧ ତାରିଖ ସକାଳ ୬ଟାରୁ ୧୨ତାରିଖ ସକାଳ ୬ଟା ଯାଏ ୧୪୪ ଧାରା ଲାଗୁ ହେବ । କେବଳ ପୂଜକଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ହେବ । ଏନେଇ ଆଠଗଡ଼ ଉପ ଜିଲ୍ଲାପାଳ ଓ ପୂଜକ ସମାଜ ବୈଠକରେ ନିଷ୍ପତ୍ତି ହୋଇଛି ।