PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କୋହଲିଙ୍କୁ ଟକ୍କର ଦେବାକୁ ଚାହାଁନ୍ତି ଏହି ପାକିସ୍ତାନୀ ବ୍ୟାଟସମ୍ୟାନ, କରୁଛନ୍ତି ଅଧିକ ପ୍ରାକ୍ଟିସ୍

ଲାହୋର,୧୬।୧୨:   ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ବିରାଟ କୋହଲିଙ୍କ ଭଳି ସଫଳ ହେବାପାଇଁ ଚାହୁଁଥିବା କହିଛନ୍ତି। ନିଜକୁ କୋହଲିଙ୍କ ଫ୍ୟାନ୍ କହୁଥିବା ଏହହି କ୍ରିକେଟର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି।

୨୪ ବର୍ଷିୟ ଏହି କ୍ରିକେଟର କହିଛନ୍ତି ଯେ, ସେ ଟେଷ୍ଟ ଓ ଦିନିକିଆରେ ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ ହେବାକୁ ଚାହାଁନ୍ତି। କୋହଲି ପୂର୍ବରୁ ବହୁତ କିଛି ହାସଲ କରି ସାରିଛନ୍ତି। ସେ ଭାରତର ଜଣେ ମହାନ ଖେଳାଳି। ଏବେ ତାଙ୍କ ସହ ତୁଳନା କରାଯିହା ସମ୍ଭବପୁର ନୁହେଁ। କିନ୍ତୁ ସେ କୋହଲିଙ୍କ ଭଳି ହେବାକୁ ଚାହୁଁଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମିଡିଆ ଓ ଲୋକମାନେ ତାଙ୍କୁ କୋହଲିଙ୍କ ସହ ତୁଳନା କରୁଛନ୍ତି। କିନ୍ତୁ ଟେଷ୍ଟର ଏକ ନମ୍ବର ବ୍ୟାଟସମ୍ୟାନ ହେବା ପାଇଁ ଅଧିକ ରନ କରିବାକୁ ପଡିବ। ତେଣୁ ଟେଷ୍ଟ କ୍ରିକେଟରେ ଅଧିକ ଧ୍ୟାନ ଦେବାକୁ ପଡୁଛି। ନିଜ ଭୁଲ ନିଜକୁ ସୁଧାରିବାକୁ ପଡୁଛି। ଅଧିକ ରନ କଲେ କୋହଲିଙ୍କଠାରୁ ଭଲ ବ୍ୟାଟସମ୍ୟାନ ହେଇପାରିବି।

ଆହୁରି ମଧ୍ୟ ସେ ଟେଷ୍ଟ କ୍ରିକେଟରେ ତ୍ରିଶତକ ଲଗାଇବାକୁ ଚାହୁଁଥିବା କହିଛନ୍ତି। ସୂଚନାଯୋଗ୍ୟ, ବାବର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକ ଲଗାଇଥିଲେ। ସେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଶତକ ଲଗାଇଥିଲେ।