କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୁମ୍ଭାରବନ୍ଧ ସମଲେଶ୍ବରୀ ମନ୍ଦିରର ବାର୍ଷିକ ବଏଲ ପୂଜା ପାଳିତ ହୋଇଯାଇଛି । ଚଳିତବର୍ଷ କୋଭିଡ କଟକଣା ପାଳନକରି କେବଳ ଚଣ୍ଡୀପାଠ ଓ ତନ୍ତ୍ର ପୂଜା କରା ଯାଇଛି । କର୍ତ୍ତା ତଥା କମିଟି ସଭାପତି ଉମାକାନ୍ତ ପଣ୍ଡା ସହଧର୍ମିଣୀ ସୁବ୍ରତା ପଣ୍ଡା । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର , ଝାଙ୍କର ଲକ୍ଷ୍ମୀକାନ୍ତ ଅଢା ଓ ନୃସିଂହ ବଗାର ପୂଜାରେ ସାମିଲ ହୋଇଥିଲେ । କମିଟି ସଦସ୍ଯ ଭକ୍ତ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରିଥିଲେ । ବାଜା , ଶୋଭାଯାତ୍ର କିମ୍ବା ବହୁପୁରାତନ ପରଂପରା ସ୍ବରୂପ ବଏଲ୍ ( କାଳିସୀ) ଙ୍କ ଗାଁ ପରିକ୍ରମା ସଂପୂର୍ଣ୍ଣ ବନ୍ଦ ରହିଥିଲା ।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ