ଭୁଷୁଡ଼ିଲା ବଜ୍ରକବାଟୀ ମୁଖ୍ୟ ଡ୍ରେନ୍, ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ

କଟକ ୩୦।୫: ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଡ୍ରେନ୍ ଭୁଷୁଡ଼ିବା ଯୋଗୁଁ ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ଏୟ ଯେ, କଟକର ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଏହି ଡ୍ରେନଟି ବଜ୍ରକବାଟିରୁ ରାଣୀହାଟ ଦେଇ ଯାଇଥିଲା । ତ୍ରୃଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନଟି ଭୁଷୁଡ଼ିଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଘଟଣା ହିଁ ଇଙ୍ଗିତ କରୁଛି ସବୁକିଛି : ଅନ୍ତ୍ୟେଷ୍ଟି ପରେ ସରକାରୀ ରିପୋର୍ଟ କରୋନା ପଜିଟିଭ୍‌ କିନ୍ତୁ ଘରୋଇ ଡାକ୍ତରଖାନାରେ ଆସିଲା ନେଗେଟିଭ୍‌

କ୍ୱାରେଣ୍ଟାଇନ୍‌ରେ ରହିଲେ ପ୍ରସନ୍ନ ପାଟ୍ଟଶାଣୀ

ବିଗୁଡ଼ିଛି ଓୟୁଏଟି ସ୍ଥିତି : ୨ରୁ ଉର୍ଦ୍ଧ୍ବ ପଜିଟିଭ ଚିହ୍ନଟ କିନ୍ତୁ ଚେତୁନାହାନ୍ତି କର୍ତ୍ତୃପକ୍ଷ

ଶେଷ ସେମିଷ୍ଟର୍‌ ପରୀକ୍ଷା ବାଧ୍ୟତାମୂଳକ, ଢାଞ୍ଚାରେ ହୋଇପାରେ ପରିବର୍ତ୍ତନ : ୟୁଜିସି

କରୋନା ପାଇଁ ନେତା ଛାନିଆ, ଖାସ୍‌ ସମର୍ଥକଙ୍କୁ ବି ଭେଟିବା ମନା

ଏସ୍‌ସିବିରେ ଅଭାବନୀୟ ସ୍ଥିତି : ନେଗେଟିଭ୍‌ ରୋଗୀ ଆଡ୍‌ମିସନ୍‌ ପରେ ପଜିଟିଭ୍‌, କ୍ବାରେଣ୍ଟାଇନରେ ଗଲେ ୨୦ ରୋଗୀ