ଖାକିରେ କଳଙ୍କ, ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଗିରଫ

ପୁରୀ, ୦୩|୦୧:    ପୁରୀ ଜିଲ୍ଲା ବଲଙ୍ଗା ଥାନାର ଏଏସଆଇ ଚିତ୍ତରଞ୍ଜନ ଦାସଙ୍କୁ ଗିରଫ କରାଯାଇଛି। ଏକ ଦୁଷ୍କର୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଜଣେ ମହିଳା ନ୍ୟାୟ ପାଇଁ ଥାନାକୁ ଆସିଥିବା ବେଳେ ଚିତ୍ତରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏହାର ତଦନ୍ତଭାର ପିପିଲି ସିଡିପିଓଙ୍କୁ ଦିଆଯାଇଥିଲା। ତେବେ ଆଜି ସଂଧ୍ୟାରେ ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

   ସମ୍ବନ୍ଧିତ ଖବର


ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଟୋଲ୍‌ ଫ୍ରି’ ନମ୍ୱର ଜାରି

ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ