PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବନ୍ଧୁଗାଁ ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କୁ ଭେଟି ଦାବିପତ୍ର ଦେଲେ ବ୍ଲକ ବିଜେଡି ଦଳୀୟ କର୍ମୀ

ବନ୍ଧୁଗାଁ, ୦୫/୦୮ : ବନ୍ଧୁଗାଁ ବ୍ଲକର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଜେଡି ଦଳର ସଭାପତି ସାରଶା ଭାଦ୍ରା ନାଗାଙ୍କ ନେତୃତ୍ୱରେ ଆଜି ବିଧାୟକ ପ୍ରଭୁ ଜାନିଙ୍କୁ ଭେଟିଲେ ବିଜେଡି ଦଳୀୟ କର୍ମୀ। ବିଧାୟକଙ୍କୁ ଭେଟି ବନ୍ଧୁଗାଁ ବ୍ଲକର କିଛି ଉନ୍ନୟନ ମୂଳକର କାର୍ଯ୍ୟକୁ ନେଇ ଅବଗତ କରାଇଛନ୍ତି ବିଜେଡି ଦଳୀୟ କର୍ମୀ। ଜିଓ ସେବା, ବିଜୁଳି ସମସ୍ୟା, ଷ୍ଟ୍ରିଟ୍ ଲାଇଟ୍, ପକ୍କା ଘର ଯୋଗାଇବା, ଆଦି ବିଭିନ୍ନ ପ୍ରସଙ୍ଗରେ ଦାବି ପତ୍ର ଦେଇଛନ୍ତି କିଛି ଯୁବ ନେତା ଓ କର୍ମୀ।

ଆଲମଣ୍ଡା ପଞ୍ଚାୟତରେ ଜିଓ ସେବା, ବର୍ଷା ହେଲେ ରାତ୍ର ସମୟରେ ଗାଁରେ ଷ୍ଟ୍ରିଟ ଲାଇଟ ନଥିବାରୁ ଆନ୍ଧାରରେ ଘରୁ ବାହାରିବା ପାଇଁ ଭୟ ଲାଗିଥିବାରୁ କନାଁଗାଁ ପଞ୍ଚାୟତର କାନାଁଗାଁ, ରାମଜିପୁଟ, ମାତୁରୁ ଓ ଆଲୋମଣ୍ଡା ପଞ୍ଚାୟତ ଓ କୁମ୍ଭାରୀ ପୁଟ, ତିନିଗୋଟି ପଞ୍ଚାୟତରେ ପାଞ୍ଚଟି ଲେଖାଏଁ ଷ୍ଟ୍ରିଟ ଲାଇଟ ଯୋଗାଇବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହା ସହ ଏସିସି ଲିଷ୍ଟରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏସିସି ଲିଷ୍ଟରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡେ ଯୋଗାଇବା ଓ ବଡ଼ ସରପଲୀ ପଞ୍ଚାୟତର ସାନ ସରପୋଲୀ ଗ୍ରାମରେ ଦେଖାଯାଇଥିବା ଡେଙ୍ଗୁ ଓ ମ୍ୟାଲରିଆ ପ୍ରଭାବ ଉପରେ ନଜର ପକାଇବା ପାଇଁ ବିଜେଡି ଦଳୀୟ କର୍ମୀମାନେ ଦାବି କରିଛନ୍ତି। ଏତଦ୍ ବ୍ୟତୀତ ବନ୍ଧୁଗାଁ ବ୍ଲକ ଠାରେ ନୂତନ ଭାବରେ ତିଆରି କରାଯାଇଥିବା ଷ୍ଟେଟ ବ୍ୟାଙ୍କର ଉଦ୍ଘାଟନ ପାଇଁ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

ବିଧାୟକଙ୍କ ଦାବିପତ୍ର ଦେବା ବେଳେ ବନ୍ଧୁଗାଁ ବ୍ଲକ ସମ୍ପାଦକ ଅଭିମନ୍ୟୁ ଭାଣ୍ଡି, ପୂର୍ବତନ ବିଧାୟକ ପ୍ରତିନିଧି ଦୁର୍ଯ୍ୟ ନାଗ, ଯୁବ ସଭା ମୁର୍ଚ୍ଛା ସଭାପତି କାହ୍ନୁ ଚରଣ ବେବରା, ନୋରେଶ କାଳ୍ପା, ଏସ.ସି.ସେଲ ବ୍ଲକ ସଭାପତି ବିଷମ୍ଭର ବିଡ଼ିକା, ରାଉତା ମେଲେକା, ଯୁଗଳ ମେଲେକା,ଓ କିଛି ଯୁବ ନେତା ଓ କର୍ମୀ ବିଧାୟକଙ୍କୁ ଏହି ଦାବିପତ୍ର ଦେଇଛନ୍ତି।