PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଥାନା ଉପରେ ଉପଦ୍ରବକାରୀଙ୍କ ପଥରମାଡ, ଗାଡି ଓ ଏଟିଏମ୍ କଲେ ଭଙ୍ଗା ରୁଜା

https://aajtak.intoday.in/

ବେଙ୍ଗାଲୁର,୧୨।୮: କରୋନା ସଙ୍କଟ କାଳରେ ଯେତେବେଳେ ସମସ୍ତଙ୍କୁ ଗହଳି ସ୍ଥାନରୁ ଦୂରେଇ ରହିବାକୁ କୁହାଯାଉଛି, ଏଭଳି ସମୟରେ କର୍ଣ୍ଣାଟକର ବେଙ୍ଗାଲୁରରେ  ଦେଖିବାକୁ ମିଳିଛି ଲଙ୍କାକାଣ୍ଡ। ମଙ୍ଗଳବାର ବିଳମ୍ବିତ ରାତିରେ ଫେସବୁକ ପୋଷ୍ଟରେ ଅସନ୍ତୋଷ ପ୍ରକାଶ କରି କିଚି ବ୍ୟକ୍ତି ହଙ୍ଗାମା କରିଥିଲେ। ପୋଲିସ ଷ୍ଟେସନ୍ ଓ ବିଧାୟକଙ୍କ ଘର ଆଗରେ ହଙ୍ଗାମା କରିଥିଲେ।  ବୁଧବାର ସକାଳେ ଥାନା ଆଗର ଦୃଶ୍ୟ ଥିଲା ବେଶ ଭୟଙ୍କର। କାରଣ ସ୍ଥିତି ଦେଖି ଜାଣି ହେଉଥିଲା ରାସ୍ତାରେ ରାତିସାରା ହୋଇଥିଲା ଉପଦ୍ରବୀଙ୍କ ତାଣ୍ଡବଲୀଳା।

ଉପଦ୍ରବକାରୀମାନେ ଗାଡିକୁ ଚଳାଇବା ସହ ଏଟିଏମ ଭଙ୍ଗାରୁଜା କରିଥିଲେ। ଏହା ସହିତ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ସହ ଆଖପାକର ଲୋକଙ୍କ ଘରେ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁ କାରଣରୁ ଲୋକଙ୍କ ଘରର ଝରକା ମଧ୍ୟ ଭାଙ୍ଗିଯାଇଥିଲା। ବୁଧବାର ସକାଳେ ସ୍ଥାନୀୟ ନିବାସୀ ଯେତେବେଳେ ଘରୁ ବାହାରିଥିଲେ ସମସ୍ତଙ୍କର ବାଇକ୍ ଓ ଗାଡି ଭାଙ୍ଗିକି ପଡିଥିଲା। ଏହାଛଡା ଚାରିଆଡେ କେବଳ ଟେକା ପଥର ଗଦା ହୋଇ ରହିଥିଲା। ଏବେ ହିଂସାକାଣ୍ଡ ସ୍ଥଳରେ କର୍ଫ୍ୟୁ ଲଗାଇ ଦିଆଯାଇଛି, ଯାହାକି ଆଜି ରାତି ୧୨ ଟା ପର୍ଯ୍ୟନ୍ତ ରହିବ।