PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଏବେ ବ୍ୟାଙ୍କ୍ ଆପଣଙ୍କ ଖାତାରେ ପ୍ରତିଦିନ ଦେବ ୧୦୦ଟଙ୍କା, ଜାଣନ୍ତୁ ଏହି ନୂଆ ନିୟମ ସମ୍ପର୍କରେ

ବହୁଥର ଏମିତି ହୁଏ ଗ୍ରାହକ ଏଟିଏମ୍ରୁ ଟଙ୍କା କାଢ଼ନ୍ତି ଆଉ ସେତେବେଳେ ତାଙ୍କ ଖାତାରୁ ଟଙ୍କା କଟିଯାଇଥାଏ। କିନ୍ତୁ ଏଟିଏମ୍ରୁ ଟଙ୍କା ବାହାରିନଥାଏ। ତେବେ ବ୍ୟାଙ୍କକୁ କ୍ଷତିପୂରଣ ବାବଦରେ ପ୍ରତିଦିନ ଆପଣଙ୍କ ଆକାଉଣ୍ଟକୁ ୧୦୦ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣଙ୍କ ସହିତ ବି ଏମିତି ହୋଇଛି ତେବେ ଆରବିଆଇ ଦ୍ବାରା ଲାଗୁ ହୋଇଥିବା ଏହି ନିୟମ ଆପଣଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ।

ଏହି ଅସୁବିଧାରୁ ମୁକୁଳିବା ପାଇଁ ଆରବିଆଇ ଏହି ନୂଆ ନିୟମ ବାହାର କରିଛି। ଭାରତୀୟ ରିଜର୍ବ ବ୍ୟାଙ୍କ୍ ଏଥିପାଇଁ ଏକ ସମୟ ସୀମା ମଧ୍ୟ ଜାରୀ କରିଛି। ୨୦୧୧ ମେ ମାସରେ ଆରବିଆଇ ତରଫରୁ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ଏମିତି ଅଭିଯୋଗ ଆସିଲେ ୭ଦିନ ଭିତରେ ବ୍ୟାଙ୍କକୁ ସେହି ଗ୍ରାହକଙ୍କ ଖାତାରେ ଟଙ୍କା ଫେରସ୍ତ ଦେବାକୁ ପଡ଼ିବ।

ଏଥିପାଇଁ ଆପଣଙ୍କୁ ଟ୍ରାଜେକ୍ସନ୍ ଫେଲ୍ ହେବା ପରେ ୩୦ଦିନ ଭିତରେ ଟ୍ରାଜେକ୍ସନର ଆକାଉଣ୍ଟ ଷ୍ଟେଟମେଣ୍ଟ ସହିତ ଅଭିଯୋଗ ଦେବାକୁ ପଡ଼ିବ।

ଏ​‌ବେ ଆପଣଙ୍କୁ ବ୍ୟାଙ୍କ୍ ଅଧିକୃତ କର୍ମଚାରୀଙ୍କୁ ନିଜ ଏଟିଏମ୍ କାର୍ଡର ତଥ୍ୟ ଦେବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କ୍ ଦ୍ବାରା ଜାରୀ ହୋଇଥିବା ନିର୍ଦେଶ ମୁତାବିକ କୈାଣସି ଗ୍ରାହକଙ୍କ ତରଫରୁ ଯଦି ଏହି ପ୍ରକାର ଅଭିଯୋଗ ମଳିବ ଆଉ ସାତ ଦିନ ପର୍ଯ୍ୟନ୍ତ ଆପଣଙ୍କ ଟଙ୍କା ଫେରସ୍ତ ନ ଆସେ ତେବେ ଏକ ଫର୍ମ ଭରିବାକୁ ପଡ଼ିବ। ସାତ ଦିନ ପରେ ବ୍ୟାଙ୍କ ଯେତେ ଡେରି କରିବ ପ୍ରତିଦିନ ହିସାବରେ ଗ୍ରାହକଙ୍କ ଆକାଉଣ୍ଟରେ ୧୦୦ଟଙ୍କା ଜମା କରିବାକୁ ପଡ଼ିବ। ଆରବିଆଇ ସୂଚନା ଦେଇଛି କି, ବ୍ୟାଙ୍କକୁ ଜରିମାନା ଆକାରରେ ଗ୍ରାହକଙ୍କ ଖାତାରେ ନିଜେ ହିଁ ଦେବାକୁ ପଡ଼ିବ।

ବହୁଥର ଏମିତି ହୁଏ ଗ୍ରାହକ ଏଟିଏମ୍ରୁ ଟଙ୍କା କାଢ଼ନ୍ତି ଆଉ ସେତେବେଳେ ତାଙ୍କ ଖାତାରୁ ଟଙ୍କା କଟିଯାଇଥାଏ। କିନ୍ତୁ ଏଟିଏମ୍ରୁ ଟଙ୍କା ବାହାରିନଥାଏ। ଯଦି ଆପଣଙ୍କ ସହିତ ବି ଏମିତି ହୋଇଛି ତେବେ ଆରବିଆଇ ଦ୍ବାରା ଲାଗୁ ହୋଇଥିବା ଏହି ନିୟମ ଆପଣଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ।

ସମ୍ବନ୍ଧିତ ଖବର